୧୨ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ବିଶ୍ବହିନ୍ଦୁ ପରିସଦ ଓ ବଜରଙ୍ଗ ଦଳ ଆନୁକୂଲ୍ୟରେ ଆର,ଉଦୟଗିରି ସଦର ମହକୁମାରେ ଶୌର୍ଯ୍ୟ ଜାଗରଣ ଦିବସ ପାଳିତ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ବକ୍ତା ଭାବେ ଆର୍ ଏସ୍ ଏସ୍ (rss) ବିଭାଗ ସହଶାରୀରିକ ପ୍ରମୁଖ ଜୁରୀଆ ଜାନି, ବିଏଚ୍ପି ପ୍ରାନ୍ତ କାର୍ଯ୍ୟକତ୍ତା ତରଣୀସେନ ଦାଶ, ବିଏଚ୍ପି ଜିଲ୍ଲା ସହସମ୍ପାଦକ ନାରାୟଣ ରଇତ, ଶବର ସମାଜର କଲ୍ୟାଣ ସମିତିର ପୂର୍ବତନ ସଭାପତି ଝାମ୍ପୁରା ବଜରଙ୍ଗ ଦଳ ଜିଲ୍ଲା ସଂଯୋଜକ, ସହ ସଂଯୋଜକ ଓ ଜିଲ୍ଲା ମିଳନ କେନ୍ଦ୍ର ପ୍ରମୁଖ ଯୋଗ ଦେଇଥିଲେ ।

