୧୨ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> କଟକ ସଦର ଥାନା ଅନ୍ତର୍ଗତ ସିଏମସି ୫୮ ନମ୍ବର ୱ।ର୍ଡ଼ ଭାଣପୁର ଗ୍ରାମରେ ମାର୍ଗଶିର ମାସ ଶେଷ ଗୁରୁବାର ଦିନ ପ୍ରଭୁ ଶ୍ରୀ ଶ୍ରୀ ରାଧା ମାଧବଙ୍କ ନୂତନ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଥିଲା । ପୂଜକ ସନ୍ତୋଷ ପତିଙ୍କ ଦ୍ୱାରା ଆୟୋଜିତ ଭୂମି ପୂଜନ କାର୍ଯ୍ୟରେ କର୍ତ୍ତା ଭାବେ କର୍ପୋରେଟର ଜନାର୍ଦ୍ଦନ ପରିଡ଼ା , କର୍ତ୍ତୀ ଭାବେ ତାଙ୍କ ସହଧର୍ମିଣୀ ସମୀତା ପରିଡ଼ା ଯୋଗଦାନ କରି ହୋମ ଯଞରେ ବସିଥିଲେ ।

