୧୨ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ମହୋଦଧି ଦିବସ ର ଉଦଯାପନୀ ଦିବସରେ ବିଚ ଓସେନ ସ୍ପୋର୍ଟ୍ସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା | ସମୁଦ୍ର ଜଳରାଶି ରେ ଅନୁଷ୍ଠିତ ଖେଳ ମଧ୍ୟରେ ସମୁଦ୍ରପହଁରା,କାୟକିଙ୍ଗ କନୱାଗିଙ୍ଗ,ରନ ସୁଇମ ରନ, ରେସକ୍ଯୁ ଟିୟୁ ରେସକ୍ଯୁ କ୍ରୀଡା ରେ ଦଳଗତ ଭାବେ ଇଣ୍ଡିଆ ଟିମ ବିଜେତା ଘୋଷଣା ହୋଇଥିଲା | ବିଜେତା ଟିମ କୁ ରାଜ୍ୟ କ୍ରୀଡା, ସଂସ୍କୃତି ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଟ୍ରଫି ପ୍ରଦାନ କରି ସନ୍ନମାନିତ କରିଥିଲେ ଶ୍ରୀଲଙ୍କା ଟିମ ମଧ୍ୟ ଭଲ ଖେଳ ପ୍ରଦର୍ଶନ କରିଥିଲେ |

