ଭବାନୀପାଟଣାରେ ୧୩.୧ ଡିଗ୍ରୀ ରେକର୍ଡ ହୋଇଛି
ଭବାନୀପାଟଣାରେ ୧୩.୧ ଡିଗ୍ରୀ ରେକର୍ଡ ହୋଇଛି । ୨୪ ଘଣ୍ଟା ତଳେ ଏଠାରେ ରାତି ତାପମାତ୍ରା ୭ ଡିଗ୍ରୀ ଥିଲା । ଦାରିଙ୍ଗିବାଡ଼ିରେ ୧୬ଡିଗ୍ରୀରୁ ଖସି ୧୩.୫ଡିଗ୍ରୀ ରହିଛି । ଅନୁଗୁଳରେ ଦିନକରେ ୫ ଡିଗ୍ରୀ କମିଛି । ସୁନ୍ଦରଗଡ଼ ଓ ଫୁଲବାଣୀରେ ରାତି ତାପମାତ୍ରା ୧୪ ଡିଗ୍ରୀ ରେକର୍ଡ ହୋଇଛି । ତେବେ ଆସନ୍ତା ୪ରୁ ୫ ଦିନ ଯାଏ ରାଜ୍ୟର ରାତି ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
Related Content
ଗୀତାପାଠ ହିଁ ମନୁଷ୍ୟର ମନକୁ ଶୁଦ୍ଧ ଓ ଶାନ୍ତ କରିଥାଏ : ଜିଲ୍ଲାପାଳ
by
Proprietor Abhimanyu Maharana
September 29, 2026
ଜାତୀୟ ଷ୍ଟାଟ ଅପ୍ କାର୍ଯ୍ୟକ୍ରମରେ ଅଧ୍ୟାପିକାଙ୍କ ସଫଳତା
by
Proprietor Abhimanyu Maharana
September 29, 2026
ସୃଷ୍ଟି ଏକାଡେମୀରେ ‘ଉତ୍କର୍ଷ ୨.୦ ଇଣ୍ଡଷ୍ଟ୍ରି କନକ୍ଲେଭ୍ ଶିଳ୍ପଜଗତ ସହ ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ସମ୍ପର୍କକୁ ସୁଦୃଢ଼ କରିବା ସହ ଭବିଷ୍ୟତମୁଖୀ ପରିଚାଳନା ଗଢ଼ିବା ଉପରେ ଗୁରୁତ୍ୱ
by
Proprietor Abhimanyu Maharana
September 29, 2026
ଓଡ଼ିଶା ଫଟୋଗ୍ରାଫର ମହାସଂଘ ପକ୍ଷରୁ ଫଟୋ ଓ ଭିଡିଓ ବାଣିଜ୍ୟ ମେଳାରେ କନ୍ଧମାଳର ଦୁଇ ପ୍ରତିଭାଙ୍କୁ ସମ୍ମାନ
by
Proprietor Abhimanyu Maharana
September 29, 2026
କ୍ରୀଡ଼ା ପ୍ରତିଭାକୁ ସମ୍ମାନ, ବାଲିଗୁଡ଼ା କ୍ରୀଡ଼ା ସଂଘର ନିଆରା ପଦକ୍ଷେପ : ପ୍ରତିଯୋଗୀ ଙ୍କୁ ସମ୍ମାନିତ
by
Proprietor Abhimanyu Maharana
September 29, 2026
ଶତାୟୁ ଜଳଧର ଙ୍କ ସ୍ମୃତି ଚାରଣ ଓ ସ୍ମରଣିକା ଉନ୍ମୋଚନ
by
Proprietor Abhimanyu Maharana
September 29, 2026