ଭାଲୁ ଭବାନୀପାଟଣା ସହରକୁ – ଗତକାଲି ନାକେଦମ କରିଛି,

ଓଡିଶା ତାଜା ନ୍ୟୁଜ୍ (୨୨ ଅଗଷ୍ଟ ଶନିବାର ) ଭବାନୀପାଟଣା :- ଗତକାଲି ଦିନ ତମାମ ଏକ ଭାଲୁ ଭବାନୀପାଟଣା ସହରକୁ ପଶି ଆସି  ଆତଙ୍କ ଖେଲାଇଥିଲା। ବନ ବିଭାଗ ତାକୁ ଧରିବାକୁ ନାକେଦମ ହୋଇଯାଇଥିବା ବେଳେ ଭାଲୁଟି ରାତି ଅଧରେ ନିଜେ ଜଙ୍ଗଲକୁ ଚମ୍ପଟ ମାରିଛି। ଭାଲୁ ଆକ୍ରମଣରେ ୨  ଜଣ ଗୁରୁତର ହୋଇ ଏବେ ଚିକିତ୍ସାଧୀନ ଅଛନ୍ତି ।

Exit mobile version