୦୯ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖପ୍ରାଖୋଲ :-> ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ଜବାହାରଲାଲ ଉଚ୍ଚ ବିଦ୍ୟାଳୟ ଖେଳପଡିଆ ଠାରେ ଓଷ୍ଟା ତରଫରୁ ୪୧ ତମ ବ୍ଲକ ସ୍ତରୀୟ ଶିଶୁ ଉତ୍ସବ ଉଦଯାପିତ ହୋଇଯାଇଛି । ଏହି ଅବସରରେ ଛାତ୍ରୀ ଛାତ୍ର ଙ୍କ ମଧ୍ୟରେ ତର୍କ , କଣ୍ଠ ସଙ୍ଗୀତ , ଚିତ୍ରାଙ୍କନ , ଆବୃତ୍ତି, ଗଳ୍ପଳିଖନ , କବିତା ରଚନା , ଏକ ଅଭିନୟ , ଏକକ ନୃତ୍ୟ ,
