Home ଓଡ଼ିଶା ଭଦ୍ରକ ପ୍ରଶାସନ ତରଫରୁ ୬୨ ତମ ହୋମ ଗାର୍ଡ ପୋଲିସର ବାର୍ଷିକ ଓ ପ୍ରତିଷ୍ଠା ଦିବସ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ଭଦ୍ରକ ଜିଲ୍ଲା ସଂରକ୍ଷଣ ପୋଲିସ ପଡିଆରେ ଅନୁଷ୍ଠିତ ହୋଇଯାଇଛି l ୦୬ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭଦ୍ରକ :-> ହୋମଗାର୍ଡ ଦିବସ ଉପଲକ୍ଷେ ସଂଘ କର୍ମକର୍ତ୍ତା ଙ୍କ ବିଭିନ୍ନ କାର୍ଯ୍ୟକ୍ରମ କରିଥିଲେ ..ଉକ୍ତ କାର୍ଯ୍ୟକ୍ରମ ରେ ଭଦ୍ରକ ଜିଲ୍ଲା ହୋମଗାର୍ଡ କମାଣ୍ଡେଣ୍ଟ ଶ୍ରୀଯୁକ୍ତ ରାକେଶ ସ୍ୱାଇଁ ଏବଂ ଭଦ୍ରକ ଜିଲ୍ଲା ଆରକ୍ଷୀକ ଅଧିକାରୀ ମାର୍କର ସନ୍ଦୀପ ସମ୍ପଦ. ରାଜୀବ ଖଟୁଆ ଟାଉନ ଥାନା IIC ଅଜୟ ସୁଦର୍ଶନ ବାଗ ପୁରୁଣା ବଜ଼ାର ଥାନା IIC ଙ୍କ ଉପସ୍ଥିତିରେ ଅତି ସୁନ୍ଦର ଭାବେ ପ୍ୟାରେଡ ଅଭିବାଦନ ହେଇଯାଇଛି ଭଦ୍ରକ ହୋମଗାର୍ଡ ଙ୍କୁସବୁ ବିଷୟରେ କାର୍ଯ୍ୟ ସମୀକ୍ଷା କରିଥିଲେ l ଭଦ୍ରକ ହୋମଗାର୍ଡ ଦିବସ ଉପଲକ୍ଷେ ସଂଘ କର୍ମକର୍ତ୍ତା ଉପସ୍ଥିତ ଥିଲେ l ଭଦ୍ରକ ଜିଲ୍ଲା ତଥା ରାଜ୍ୟ ର ସମସ୍ତ ଜିଲ୍ଲା ରେ ୬୨ ତମ ୨୦୨୪ ରେ ହୋମଗାର୍ଡ ଦିବସ ପାଳନ ହେଇଜାଛନ୍ତି l ସେହିପରି ଭଦ୍ରକ ଜିଲ୍ଲା ର ସମସ୍ତ ଥାନା ରେ ଥିବା ଶୃଙ୍ଖଳିତ ହୋମଗାର୍ଡ କର୍ମକର୍ତ୍ତା ମାନଙ୍କୁ ନେଇଁ ପ୍ରଥମେ ପୋଲିସ ପଡ଼ିଆ ଠାରେ ହୋମଗାର୍ଡ ଆର୍ ଆଇ ରାକେଶ ସ୍ୱାଇଁ , ଜେନେରାଲ ଆର୍ ଆ ରାଜୀବ ଖଟୁଆ ଙ୍କ ତତ୍ବାବଧନାରେ ଜିଲ୍ଲାର ସମସ୍ତ ଥାନାର ଶୃଙ୍ଖଳିତ ହୋମଗାର୍ଡ କର୍ମଚାରୀ ମାନ ଙ୍କୁ ନେଇଁ ପ୍ୟାରେଡ ଅଭିବାଦନ ଅନୁଷ୍ଟିତ କାର୍ଯ୍ୟକ୍ରମ ହେଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ରେ ଭଦ୍ରକ ଜିଲ୍ଲା ହୋମଗାର୍ଡ କମାଣ୍ଡେଣ୍ଟ ରାଷ୍ଟ୍ରପତି ପୁରୁଷକୃତ ଶ୍ରୀ ବରୁଣ ମିତ୍ର , ଏବଂ ଅତିରିକ୍ତ ଜିଲ୍ଲା ଆରକ୍ଷୀକ ଅଧିକାରୀ ଙ୍କ ଉପସ୍ଥିତିରେ ଅତି ସୁନ୍ଦର ଭାବେ ପ୍ୟାରେଡ ଅଭିବାଦନ ହେଇଯାଇଛି l ସେଷରେ ଭଦ୍ରକ ଜିଲ୍ଲା ଶୃଙ୍ଖଳିତ ପଞ୍ଜୀକୃତ ହୋମଗାର୍ଡ ସଂଘ ତରଫରୁ ଅସହାୟ ଲୋକ ମାନଙ୍କୁ ଦିନ ରାତିରେ ସାହାଯ୍ୟ କରିଛନ୍ତି l ଭଦ୍ରକ ଜିଲ୍ଲା ହୋମଗାର୍ଡ କର୍ମକର୍ତ୍ତା ପୂର୍ବ ଆଲୋଚନା କ୍ରମେ ହୋମଗାର୍ଡ ସଂଘ କର୍ମକର୍ତ୍ତା ସଭାପତି ଶ୍ରୀ ରାକେଶ ସ୍ୱାଇଁ ଏବଂ ରାଜୀବ ଖୁଟିଆ ,ପ୍ଳାଟୁନ କମାଣ୍ଡର ତଥା କାର୍ଯ୍ୟକାରୀ ସଭାପତି ଶ୍ରୀ ରାକେଶ ସ୍ୱାଇଁ ରାଜୀବ ଖୁଟିଆ ହୋମଗାର୍ଡ ସଂଘ ଆବାହକ ତଥା ଉପ ସଭାପତି ଏବଂ ସମ୍ପାଦନା , କୋଷାଧ୍ୟକ୍ଷ , ହୋମଗାର୍ଡ ସଂଘ ପରାମର୍ଶ ଦାତା ସାମ୍ବାଦିକ ଓ ସଂଘ କର୍ମକର୍ତ୍ତା ଙ୍କ ଉପସ୍ଥିତରେ ଭଦ୍ରକ ପୋଲିସ ପରିସରରେ କାର୍ଯ୍ୟକ୍ରମ କରିଥିବା ଦେଖିବାକୁ ମିଳୁଛି। ଏପରି କାର୍ଯ୍ୟକ୍ରମ ଭଦ୍ରକ ଜିଲ୍ଲା ରେ ପ୍ରତ୍ୟେକ ବର୍ଷ ହୋମଗାର୍ଡ ସଂଘଠନ ତରଫରୁ ଜିଲ୍ଲା ର ଅନେକ ସ୍ତାନ ରେ ଏବଂ ଥାନା ଓ ମନ୍ଦିର ପ୍ରାଙ୍ଗଣରେ ସ୍ୱଛଭାରତ କାର୍ଯ୍ୟକ୍ରମ କରିବା ସହିତ ବୃକ୍ଷରୋପଣ ଏବଂ ଅସହାୟ ମାନଙ୍କୁ ଶୁଖିଲା ଖାଦ୍ୟ ଓ ବସ୍ତ୍ର ପ୍ରଦାନ କରିଥାନ୍ତି ଭଦ୍ରକ ଜିଲ୍ଲା ହୋମଗାର୍ଡ ସଂଘ ତରଫରୁ ଏଭଳି ମହୋତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ କରାଯାଉଥିବାରୁ ସହର ବାସୀ ଭଦ୍ରକ ଜିଲ୍ଲା ହୋମଗାର୍ଡ ସଂଘ କର୍ମକର୍ତ୍ତା ଙ୍କୁ ସାଧୁବାଦ ଜଣାଇଛନ୍ତି । Categories: ଓଡ଼ିଶା, ଭଦ୍ରକ, ହୋମ୍ Related Content ରଣପୁର ଏନଏସି ରେ ଏକକ ବ୍ଯବହୃତ ପ୍ଲାଷ୍ଟିକ ନିଷିଦ୍ଧ ପାଇଁ ପ୍ରଶାସନର ଚଢାଉ : ୧୧ ଜଣଙ୍କ ଠାରୁ ଟ ୫୦୦୦/- ଜୋରିମାନା ଆଦାୟ by Proprietor Abhimanyu Maharana September 10, 2026 ଏମଏମଡ଼ିଆର ଆକ୍ଟ (MMDR ACT)ସଂଶୋଧନ ଆଇନର ପ୍ରତିବାଦରେ ଆପ୍ ଓଡ଼ିଶାର ସମାବେଶ ଏବଂ ମୋଦୀ ସରକାରର ପୁତ୍ତଳିକା ଦାହ by Proprietor Abhimanyu Maharana September 10, 2026 ଟାଙ୍ଗୀରେ ବିଭିନ୍ନ ବିକାଶ ମୂଳକ ସରକାରୀ ନିର୍ମାଣ କାର୍ଯ୍ୟ କରିବାକୁ କେବଳ ଜଙ୍ଗଲ ଓ ଗୋଚର ଜମି ଭରସା. ପରିବର୍ତ୍ତିତ ପରିସ୍ଥିତିରେ ଜଙ୍ଗଲ ଜମିରେ ନିର୍ମାଣ କାମ ଆଇନ ଦୃଷ୍ଟିରୁ କଷ୍ଟକର ହୋଇପଡିଛି by Proprietor Abhimanyu Maharana September 10, 2026 ଆଠଗଡ଼ରେ ଅବକାରୀ ବିଭାଗର ଚଢ଼ାଉ, ବିପୁଳ ଦେଶୀମଦ ଜବତ by Proprietor Abhimanyu Maharana September 10, 2026 ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ର ସମାପନୀ ସମାରୋହ by Proprietor Abhimanyu Maharana September 10, 2026 ସ୍ଥାଣୁ ପାଲଟିଛି ପ୍ରଶାସନ, ଖଣ୍ଡପଡ଼ା ଅଞ୍ଚଳରେ ଅବାଧରେ ଚାଲିଛି ପଲିଥିନ କାରବାର by Proprietor Abhimanyu Maharana September 10, 2026