୦୬ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ଶହୀଦ ଜୟୀ ରାଜଗୁରୁ ଙ୍କ ତ୍ୟାଗ, ବଳିଦାନ, ଶୌର୍ଯ୍ୟ, ସ୍ବାଭିମାନ ଓ ଆଦର୍ଶ ଚୀର ଅମର।ଏହା ପିଢ଼ି ପରେ ପିଢ଼ି ଆମ ଜନ ଜୀବନ କୁ ପ୍ରଭାବିତ କରି ଚାଲିଥିବ ବୋଲି କହିଛନ୍ତି ବକ୍ତା ମାନେ । ଆଜି ପୂର୍ବାହ୍ନରେ ପୁରୀ ସ୍ବର୍ଗଦ୍ବାର ନିକଟସ୍ଥ ଶ୍ରୀ ଅରବିନ୍ଦ ଧାମ ଏକାଡେମୀ ଅଫ ଇଣ୍ଟିଗ୍ରାଲ ଏଡୁକେସନ ପରିସରରେ ଶହୀଦ ଜୟୀ ରାଜଗୁରୁ ଙ୍କ ୨୧୯ ତମ ମହାପ୍ରୟାଣ ଦିବସ ପାଳିତ ହୋଇଥିଲା।
