Home ଓଡ଼ିଶା ସୁଭଦ୍ରା ଯାଜନା ରୁ ବୋଞ୍ଚିତ୍ ମହିଳା ଙ୍କ ରାସ୍ତା ରୋକ ରାୟଗଡ଼ ରୁ ଟିକି ଲିମା,୫,୧୨,୨୦୨୪ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୫ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କମିନୀ ସୁଭଦ୍ରା ଯନ୍ତ୍ରଣା ସୁଭଦ୍ରା ଯଜନା ରୁ ବଞ୍ଚିତ ମହିଳା ଙ୍କ ରାସ୍ତା ରୋକ ସୁଭଦ୍ରା ଯଜନା ରୁ ବୋଞ୍ଚିତ ହଇ ରଜ ରାସ୍ତା କୁ ଓଲାହିଲେ ଶତାଧିକ ମହିଳା।ରାୟଗଡ଼ ବ୍ଲକ୍ ଅନ୍ତର୍ଗତ କୁମୂଳାସିଂ ପଞ୍ଚାୟତ ର ହାତୀ ବାଡି ଗ୍ରାମ ର ଶତାଧିକ ମହିଳା ମାନେ ପାରଳାଖେମୁଣ୍ଡି ରୁ ମହନା ଜାତୀୟ ରାଜପଥ ପଥ କୁ ଅବରୋଧ କରି ବିକ୍ଷବ ପ୍ରଦର୍ଶନ କରିଥିଲେ। ବାରମ୍ବାର ଅନଲାଇନ୍ ରେ ନିଜର ଆବେଦନ ତଥ୍ୟ ଦାଖଲbସତ୍ତ୍ୱେ ଆକାଉଣ୍ଟ କୁ ଶୁଭଦ୍ରା ସହାୟତା ଟଙ୍କା ଆସିନାହିଁ ଶେଷ ରେ ଟୋଲ ଫ୍ରି ହେଲ୍ପଲାଇନ ନମ୍ବର କୁ ଜଗାଜଗ କରି ଥିଲେ ଗାଁ ର ମହିଳା ମାନେ ହେଲ୍ପଲାଇନ ନମ୍ୱରୁ ମହିଳା ମାନଙ୍କ ନା ରେ ୩,ରୁ ୪ ଏକର ଜମି ରହିଥିବା କୁହା ଯାଇଥିଲା। ତେଣୁ ଶୁଭଦ୍ରା ଜଜନା ପାଇଁ ଅଯଗ୍ୟ ବୋଲି କୁହା ଯିବା ପରେ ଶତାଧିକ ମହିଳା ମାନେ ରାଜ ରାସ୍ତା କୁ ଓହ୍ଲେଇଛନ୍ତି। ଅଧିକାଂଶ ମହିଳା ଏହି ଯୋଜନା ରୁ ବଞ୍ଚିତ ହଇ ରାଜରାସ୍ତାକୁ ଓହ୍ଲାଇ ଥିଲେ ଖବର ପାଇ ରାୟଗଡ଼ ତହସିଲଦାର ଓ ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି ଲକ ମାନଙ୍କୁ ବୁଝା ସୁଝା ପରେ ରାସ୍ତା ଅବରୋଧ ହଟିଥିଲା ତେବେ ମହିଳା ମାନେ ରାସ୍ତା କୁ ଆସି ଥିଲେ ରାସ୍ତାରୋକ କରିଥିଲେ । କାରଣ ବାରମ୍ବାର ସେମାନେ ଫୋରମ୍ ଫିଲପ୍ କରିଛନ୍ତି ।ଯାହା ରହିଛି ନିୟମ ତାହାକୁ ସେମାନେ ମାନିଛନ୍ତି।କିନ୍ତୁ ତା ସତ୍ତ୍ୱେ ଶୁଭଦ୍ରା ଟଙ୍କା ମଧ୍ୟ ଆକାଉଣ୍ଟ।କୁ ଏ ପରିକି ଜମି ରହିଛି। କିଛି ମହିଳାଙ୍କର ନାରେ ଏ କଥାକୁ କୁହା ଯାଇ ଶୁଭଦ୍ରା ଟଙ୍କା ତାଙ୍କର ଦିଆଯାଉ ନାହିଁ।ତାକୁ ନେଇକି ମହିଳା ମାନେ ବିରୋଧ କରିଥିଲେ। ଓ ରାଜ ରାସ୍ତା କୁ ଓହ୍ଲାଇ ଥିଲେ। ପରବର୍ତ୍ତୀ ସମୟରେ ପୋଲିସ ପହଞ୍ଚିଥିଲା । ମହିଳା ମାନଙ୍କୁ ବୁଝା ଶୁଝା କଲାପରେ ରାସ୍ତା ରୋକ ରୁ ହଟି ଛନ୍ତି। କିନ୍ତୁ ସ୍ଥିତି ଯାହା ରହିଛି ଯାହା ସେମାନେ । ସୂଚନା ମିଳୁ ଛିକି ଏବେ ମଧ୍ୟ ଉତେ ଜନା ରହିଛି ଚାପ୍ ଉତ୍ୱେ ଉତ୍ତେଜନା ଲାଗି ରହିଛି। କାରଣ ସେମାନେ ବାରମ୍ବାର ଶୁଭଦ୍ରା ଯୋଜନା କୁ ଅପେକ୍ଷା କରି ରହିଛନ୍ତି।. ଶୁଭଦ୍ରା ଟଙ୍କା କୁ ଅପେକ୍ଷା କରି ରହିଛନ୍ତି କିନ୍ତୁ ତାହା ସତ୍ତ୍ୱେ ମଧ୍ୟ ରୁ କାହିଁକି ସେମାନେ ଟଙ୍କା ଦଉ ନାହାନ୍ତି। ଆପଣ ମାନେ ଦେଖୁ ଛନ୍ତି କି ମହିଳା ମାନେ କି ଭଳି ରାସ୍ତା କୁ ଓହ୍ଲାଇଛନ୍ତି।ଆଉ ବିକ୍ଷଭ ପ୍ରଦର୍ଶନ କରିବା ସହିତ ରାସ୍ତା କୁ ମଧ୍ୟ ରୋକ କରିଛନ୍ତି। ପରବର୍ତ୍ତୀ ସମୟରେ ପୋଲିସ ଯଦି ତାଙ୍କୁ ବୁଝା ଶୂଝା କରିଛି କିନ୍ତୁ ତାଙ୍କର ବଡ ପ୍ରଶ୍ନ ହେଲା ଜାହା ନିୟମ ରହିଥିଲା ସବୁ ନିୟମ ପାଳନ। କରିଛନ୍ତି ଆଧାର ଅପଡେଟ ଟୁ ଆରମ୍ଭ କରି ଆପଣ ଜାଣିଥିବା ଶୁଭଦ୍ରା ପାଇଁ ସବୁ ନିୟମ ରହିଛି।ତାକୁ ସେମାନେ ମାନିଛନ୍ତି। କିନ୍ତୁ କିସ୍ତି ପରେ କିସ୍ତି ଯଦି ଓ କିଛି ଲୋକଙ୍କୁ ମିଳିଛି କିନ୍ତୁ। ଏ ମାନଙ୍କୁ କାହିଁକି ମିଳିଲା ନାହିଁ ଏହି ମହିଳା ମାନେ ତେଣୁ ରାସ୍ତାକୁ ଆଜି ଓହ୍ଲାଇଥିଲେ। Categories: ଓଡ଼ିଶା, ଗଜପତି, ହୋମ୍ Related Content Odiapreneur 3.0 State-Level Hackathon Inaugurated at IIT Bhubaneswar by Proprietor Abhimanyu Maharana October 1, 2026 ମାଉଲି ମା କୃଷକ ଉତ୍ପାଦକ କମ୍ପାନୀର ବାର୍ଷିକ ସାଧାରଣ ସଭା by Proprietor Abhimanyu Maharana October 1, 2026 ଅନାବିଳ ବ୍ୟକ୍ତିତ୍ଵ ଡଃ କିଶୋର କୁମାର ପଣ୍ଡା by Proprietor Abhimanyu Maharana October 1, 2026 ମାଲଗୋଦାମ ପୋଲିସର ବଡ ସଫଳତା : ଜୀପି କଏଲ୍ ଚୋରୀ ମାମଲାରେ ୨ଗିରଫ,୧୭ ବଣ୍ଡଲ କଏଲ୍ ଜବତ by Proprietor Abhimanyu Maharana October 1, 2026 ଫୁଲନଖରା - ନିଆଳି ମାଧବ ରାଜ୍ୟ ରାଜପଥର ଦୂରାବସ୍ଥା ନେଇ ବିଜେଡ଼ି ପକ୍ଷରୁ ରାସ୍ତାରୋକ by Proprietor Abhimanyu Maharana October 1, 2026 ଉତ୍କଳ ହସ୍ପିଟାଲରେ ବିଶ୍ୱ ହୃଦୟ ଦିବସ ପାଳିତ by Proprietor Abhimanyu Maharana October 1, 2026