୦୫ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରାୟଗଡ଼ ,ଗଜପତି :-> ଗଜପତି ଜିଲ୍ଲା ରାୟଗଡ଼ ବ୍ଲକରେ ହେବାକୁ ଥିବା ମହେନ୍ଦ୍ର ଉତ୍ସବ କୁ ନେଇ ବାଜିଲା ବିଗୁଲ। ବୁଧବାର ମହେନ୍ଦ୍ରଗିରିରେ ଜିଲ୍ଲାପ୍ରଶାସନ ପକ୍ଷରୁ ଏକ ଟିମ୍ ପହଂଚି ସେଠାରେ ଥିବା କୁନ୍ତି ମନ୍ଦିର ଠାରେ ପୂଜାର୍ଚନା କରି ସେଠାରୁ ଜ୍ଯୋତି ଧରି ବାହାରି ଥିଲେ l କଇଁପୁର ଠାରେ ପହଂଚିବା ପରେ ଜ୍ଯୋତି କୁ ଭବ୍ୟ ସ୍ଵାଗତ କରାଯାଇଥିଲା l ସେଠାରୁ ସେମାନେ ଜିରାଙ୍ଗ ଠାରେ ମଧ୍ୟ ସ୍ଵାଗତ କରିଥିଲେ l ବିଭିନ୍ନ ପଞ୍ଚାୟତ ଓ ଶିକ୍ଷାନୁଷ୍ଠାନ ମାନଙ୍କରେ ମଧ୍ଯ ଉକ୍ତ ଜ୍ଯୋତି କୁ ସ୍ୱାଗତ୍ କରିଥିଲେ l
