Home ଅପରାଧ ବାଙ୍କୀ କଳାପଥରରେ ସେକ୍ସ ରାକେଟ୍ ଧରା ପଡିଲା – ୨ଗିରଫ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୫ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀ ବ୍ଲକ ଅନ୍ତର୍ଗତ କଳାପଥର ଧଳାପଥର ଗ୍ରାମ ସୀମାନ୍ତରେ ଥିବା ଶ୍ମଶାନ ପଡିଆ ଠାରେ ଏକ ଘରେ ସେକ୍ସ୍ ର୍ୟାକେଟ ଚାଲିଥିବାର ଖବର ପାଇ ବୈଦ୍ୟେଶ୍ୱର ଥାନା ଅଧିକାରୀ ପ୍ରିୟଦର୍ଶିନ ସେଠୀ ଛଦ୍ମବେଶରେ ୧୫ଶହ ଟଙ୍କା ଦେଇ ଗ୍ରାହକ ହିସାବରେ ସେଠାରେ ପହଞ୍ଁଚ ବିଳମ୍ବିତ ରାତିରେ ଚଢ଼ଉ କରିଥିଲେ । ଚଢ଼ଉ ସମୟରେ ଘରର ମାଲିକ ବିକ୍ରମ ମହାପାତ୍ର, ନାଟେରୀ ଗ୍ରାମର ରାଜେଶ ପରିଡା ସହିତ ୨ଜଣ ମହିଳାଙ୍କୁ ଗିରଫ କରି ଥାନାକୁ ଆଣିଥିଲେ । ପରେ ଏହି ଦୁଇଜଣ ମହିଳାଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚାଲିଛି ଏବଂ ୨ଜଣ ପୁରୁଷଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଘର ମାଲିକ ବିକ୍ରମ ମହାପାତ୍ର ଆଜକୁ ଏକ ବର୍ଷ ହେଲା ସେକ୍ସ ରାକେଟ୍ ଚଲାଇଥିବାର ଜଣାପଡିଛି । ଏ ସଂକ୍ରାନ୍ତରେ ବୈଦ୍ୟେଶ୍ୱର ଥାନାରେ କେସ୍ ନମ୍ବର ୧୮୮ ଦଫା ୧୪୩, ୧୪୪, ୩(୫) ଭାରତୀୟ ନ୍ୟାୟ ସଂହିତାରେ ମାମଲା ରୁଜୁ କରାଯାଇ ଆସାମୀ ଦୁହିଁଙ୍କୁ କୋର୍ଟ ଚାଲାଣ କରାଯାଇଛି । ଉଦ୍ଧାରିତ ୨ ମହିଳାଙ୍କୁ କଟକ ବିଡାନାସୀ ଅନ୍ତର୍ଗତ ବସୁନ୍ଧରାକୁ ନିଆଯାଇଥିବା ଆଇ.ଆଇ.ସି ସେଠୀଙ୍କ ଠାରୁ ପ୍ରକାଶ । Categories: ଅପରାଧ, ଓଡ଼ିଶା, କଟକ, ହୋମ୍ Related Content ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026 ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ by Proprietor Abhimanyu Maharana September 14, 2026