୦୪ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଚଳିତ ଶୀତ ଅଧିବେଶନରେ ସଂସଦରେ ରେଳବିଭାଗର ପ୍ରସ୍ତାବିତ ରେଲଓ୍ୱେ ଆମେଣ୍ଡମେଣ୍ଟ ବିଲ୍-୨୦୨୪ ଉପରେ ନିଜର ଅଭିଭାଷଣ ରଖିଛନ୍ତି ଭୁବନେଶ୍ୱର ସାଂସଦ ଶୀମତୀ ଅପରାଜିତା ଷଡ଼ଙ୍ଗୀ । ସେ କହିଛନ୍ତି ୧୭୦ ବର୍ଷର ପୁରୁଣା ଏହି ରେଳ ବିଭାଗ କେବଳ ଗମନାଗମନର ଏକ ମାଧ୍ୟମ ହୋଇ ରହିନାହିଁ । ବରଂ ଦେଶର କୋଣ ଅନୁକୋଣକୁ ସମ୍ପର୍କର ସୂତାରେ ଯୋଡ଼ି ପାରିଛି ।

