
୦୪ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ )ଭଦ୍ରକ :-> ଭଦ୍ରକ ବାଣିଜ୍ୟ ମେଳା ଚଳିତ ମାସ ଡିସେମ୍ବର ୬ ରୁ ଆରମ୍ଭ ହୋଇ ୧୫ ତାରିଖ ପର୍ଯ୍ୟନ୍ତ ଭଦ୍ରକ କଲେଜ ପଡ଼ିଆଠାରେ ଚାଲିବ । ଚଳିତ ବର୍ଷ ବାଣିଜ୍ୟ ମେଳାରେ ୧୮୭ଟି ଷ୍ଟଲ ଖୋଲିବ । ଚଳିତ ବର୍ଷ ଦେଶର ବିଭିନ୍ନ ଜାଗରୁ ବ୍ୟବସାୟୀ ମାନେ ଅଂଶ ଗ୍ରହଣ କରୁଅଛନ୍ତି ।

