ଅର୍ଦ୍ଧ ଶତକ ମାରିଛି ଆଳୁ

୦୩ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ସାରା ରାଜ୍ୟରେ ଆଳୁ ସଂକଟ ଲାଗି ରହିଥିବାବେଳେ , ଦଶପଲ୍ଲାରେ ଆଳୁ କେଜି ୫୦ ଛୁଇଁଲା। ଦଶପଲ୍ଲା ବଜାରରେ ଆଳୁର ଖୁଚୁରା ଦର ବୃଦ୍ଧି ପାଇ ଚାଲିଛି । କିଛିଦିନ ତଳେ ୩୦ ଟଙ୍କାରେ ଆଳୁ ବିକ୍ରି ହେଉଥିବାର ବିଭାଗୀୟ ସୂଚନା ପ୍ରଦାନ କରାଯାଉଥିବା ବେଳେ ,

ଦଶପଲ୍ଲା ବଜାରରେ ଆଳୁ ଦର ଲୋକଙ୍କ ପାଇଁ ଅସହ୍ୟ ହେଲାଣି। ଏଥିନେଇ ଯୋଗାଣ ବିଭାଗ ପକ୍ଷରୁ ଆଖି ଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉ ନଥିବାରୁ ଲୋକେ ବାଧ୍ଯ ହୋଇ ଚଢା ଦରରେ ଆଳୁ କିଣିବା ସହିତ ବିଭାଗ ଉପରେ ଅସନ୍ତୋଷ ହେଉଥିବାର ଦେଖିବାକୁ ମିଳୁଛି ।

Exit mobile version