୦୩ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ :-> କେ.ସି କ୍ଲବ ଏବଂ ଜିଲ୍ଲା ଚେସ ଆସୋସିଏସନର ମିଳିତ ଆନୁକୂଲ୍ୟରେ ରେ ଦୁଇଦିନିଆ ଜିଲ୍ଲା ଓପନ ଚେସ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇ ଯାଇଛି l ସମ୍ପାଦକ ରିତେଶ ରଥଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ କନିଷ୍ଠ ବର୍ଗରେ ଅମ୍ରିତ ପ୍ରଧାନ ଚାମ୍ପିୟନ ହୋଇଛନ୍ତି ସେହିପରି ବରିଷ୍ଠ ବର୍ଗରେ ଦାସ ଜିତେନକୁମାର ଚମ୍ପିୟାନ ହୋଇଛନ୍ତି l

