୦୩ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ଼ :-> ସହରରେ ରହିଥିବା ଉଠା ଦୋକାନୀଙ୍କ ଆର୍ଥିକ ଅଭିବୃଦ୍ଧି ନିମନ୍ତେ ୫ ଦିନ ବ୍ୟାପି ଚାଲିଥିବା କର୍ମଶାଳା ସୋମବାର ସିଧେଶ୍ବରୀ କଲ୍ୟାଣ ମଣ୍ଡପ ଠାରେ ଉଦଯାପିତ ହୋଇ ଯାଇଛି |ସହରରେ ଥିବା ସମୁଦାୟ ୭୨୩ ଉଠା ଦୋକାନୀଙ୍କ ମଧ୍ୟରୁ ୪୯0 ଜଣ ଉଠା ଦୋକାନୀ ତାଲିମ ପାଇଥିଲେ | କେନ୍ଦ୍ର ସରକାର ଏହି ଯୋଜନାରେ ବ୍ୟାଙ୍କ ଲୋନ ଯୋଗାଇ ଦେବେ |

