Home ଓଡ଼ିଶା ରଣପୁର ଶ୍ରୀଜଗନ୍ନାଥ ଙ୍କ ସିଂହଦ୍ୱାର ଆଗରେ ଶ୍ରୀଜଗନ୍ନାଥ ସେନା ତରଫରୁ ଦ୍ବୀପ ଦାନ କରାଯାଇଛି by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ଚତୁର୍ଦଶୀ ଅବସରରେ ଦ୍ଵିତୀୟ ଦିବସରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଦଶରଥ ଓ କୌଶଲ୍ୟା ଙ୍କୁ ଶ୍ରାଦ୍ଧ ଦେବା ଵିଧି ରହିଛି l ୧ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :-> ପବିତ୍ର ଶୁକ୍ଲପକ୍ଷ ଚତୁର୍ଦଶୀ ଅବସରରେ ଦ୍ଵିତୀୟ ଦିବସରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଦଶରଥ ଓ କୌଶଲ୍ୟା ଙ୍କୁ ଶ୍ରାଦ୍ଧ ଦେବା ଵିଧି ରହିଛି l ତେଣୁ ଆଜି ସନ୍ଧ୍ୟା ୭ଘଟିକା ସମୟରେ ରଣପୁର ଶ୍ରୀଜଗନ୍ନାଥ ଙ୍କ ସିଂହଦ୍ୱାର ଆଗରେ ଶ୍ରୀଜଗନ୍ନାଥ ସେନା ତରଫରୁ ଦ୍ବୀପ ଦାନ କରାଯାଇଛି l ଏହି ଦ୍ବିପଦାନ ତିନିଦିନ ଧରି ଶ୍ରୀଜଗନ୍ନାଥ ସେନା ତରଫରୁ ଅନୁଷ୍ଠିତ ହେବ l ଆବାହକ ଶ୍ରୀ ବିରଜା ମିଶ୍ର ଙ୍କ ତତ୍ୱାବଧାନ ରେ ଦ୍ବୀପ ଦାନ କରାଯାଇଥିଲା l ଅନେକ ଭକ୍ତ, ଶ୍ରଦ୍ଧାଳୁ ଓ ଜଗନ୍ନାଥ ସେନା ର କର୍ମ କର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ ପୂଜା ପଣ୍ଡା ପ୍ରଦୀପ ପ୍ରଜ୍ବଳନ କରିବା ସହ କୃଷ୍ଣ ଦ୍ବିପୟନ ବେଦ ପାଠଶାଳା ର ଛାତ୍ର ବେଦ ଉଚ୍ଚାରଣ କରିଥିଲେ ପରେ ପରେ ଗୀତ ଗୋବିନ୍ଦ ଗାନ କରାଯାଇଥିଲା l ପରେ ଦୀପ ଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ଅଶୋକ ମହାପାତ୍ର, ନେହେରୁ, ନରେନ୍ଦ୍ର ସ୍ୱାଇଁ, ସୁରେଶ ମହାରଣା, ବିଷ୍ଣୁ ପ୍ରସାଦ ମିଶ୍ର, ପ୍ରଫୁଲ୍ଲ ନନ୍ଦ, ଶିବାନନ୍ଦ ସାହୁ, ଏଣ୍ଡୁ, ଉମେଶ ମହାପାତ୍ର, ଜିତନ, ସତ୍ୟନାରାୟଣ ମହାପାତ୍ର, ସଂଜୀବ ପ୍ରଧାନ, ସୂର୍ଯ୍ୟ ନାରାୟଣ, ଅଶ୍ୱିନ ତୋଟାଲ,ଟିକି,ନିରଞ୍ଜନ ଗୁରୁ,ଆଦି ଶ୍ରୀଜଗନ୍ନାଥ ସେନା ର ପ୍ରତ୍ୟେକ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ l ଆସନ୍ତା କାଲି ଏହି କାର୍ଯ୍ୟକ୍ରମ ଜାରି ରହିବ l Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content Odiapreneur 3.0 State-Level Hackathon Inaugurated at IIT Bhubaneswar by Proprietor Abhimanyu Maharana October 1, 2026 ମାଉଲି ମା କୃଷକ ଉତ୍ପାଦକ କମ୍ପାନୀର ବାର୍ଷିକ ସାଧାରଣ ସଭା by Proprietor Abhimanyu Maharana October 1, 2026 ଅନାବିଳ ବ୍ୟକ୍ତିତ୍ଵ ଡଃ କିଶୋର କୁମାର ପଣ୍ଡା by Proprietor Abhimanyu Maharana October 1, 2026 ମାଲଗୋଦାମ ପୋଲିସର ବଡ ସଫଳତା : ଜୀପି କଏଲ୍ ଚୋରୀ ମାମଲାରେ ୨ଗିରଫ,୧୭ ବଣ୍ଡଲ କଏଲ୍ ଜବତ by Proprietor Abhimanyu Maharana October 1, 2026 ଫୁଲନଖରା - ନିଆଳି ମାଧବ ରାଜ୍ୟ ରାଜପଥର ଦୂରାବସ୍ଥା ନେଇ ବିଜେଡ଼ି ପକ୍ଷରୁ ରାସ୍ତାରୋକ by Proprietor Abhimanyu Maharana October 1, 2026 ଉତ୍କଳ ହସ୍ପିଟାଲରେ ବିଶ୍ୱ ହୃଦୟ ଦିବସ ପାଳିତ by Proprietor Abhimanyu Maharana October 1, 2026