୨୩ତମ ପ୍ରତିଷ୍ଠା ଦିବସ – ବିଜେଡି

ଭୁବନେଶ୍ଵର (ଓଡିଶା ତାଜା ନିଉଜ୍) ଭୁବନେଶ୍ୱର,26.12.2019 :-  ବିଜୁ ଜନତା ଦଳର ୨୩ତମ ପ୍ରତିଷ୍ଠା ଦିବସରେ ଓଡ଼ିଶାର ଜନସାଧାରଣଙ୍କ ସମେତ ଦଳର କର୍ମୀ ଭାଇ ଓ ଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଉଛି । ଆପଣମାନଙ୍କର ଭଲପାଇବା, ଆଶୀର୍ବାଦ ଓ ନିଷ୍ଠାପର ଉଦ୍ୟମ ବଳରେ ବିଜେଡି ଲୋକମାନଙ୍କ ଦଳ ସାଜିଛି । ଆସନ୍ତୁ ଏହି ସମ୍ପର୍କକୁ ଆହୁରି ଦୃଢ କରି ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଆଗକୁ ବଢିବା ।

Exit mobile version