Home ଅପରାଧ ପୁରୁଣା ବଜ଼ାର ଥାନା ପଞ୍ଚା ରେ ନକଲି ଜ଼ର୍ଦ୍ଦା କାରଖାନା by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୬ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ଭଦ୍ରକ :-> ପୁରୁଣା ବଜାର ଥାନା ପକ୍ଷରୁ ଗତ କାଲି ଦିନରେ 21 ନମ୍ବର ୱାର୍ଡ ର ହେଲା ସାହି ଗ୍ରାମରେ ବିପୁଳ ମାତ୍ରାରେ ନକଲି ଜର୍ଦ୍ଦା ମେସିନ ଓ ନକଲି ସ୍ପ୍ରୀରିଡି ସହିତ ଗୋପାଳ ଜର୍ଦ୍ଦା ଡବା ଧରପଡ଼ିଚି ଯାହାର ଆନୁ ମାନିକ ମୂଲ୍ୟ 3 ଲକ୍ଷ୍ୟ ଟଙ୍କା ହେବ ବୋଲି ଭଦ୍ରକ ପୁରୁଣା ବଜାର ଥାନା ଅଧିକାରୀ ନିରୋଜ କୁମାର ସାମଲ କହିଛନ୍ତି ଭଦ୍ରକ ପୁରୁଣା ବଜ଼ାର ଥାନା ଅଧିକାରୀ ନିରୋଜ କୁମାର ସାମଲ ଙ୍କ ନିର୍ଦ୍ଦେଶକ୍ର ମେ ପୁରୁଣା ବଜ଼ାର ଥାନା ବିଭାଗ ପକ୍ଷରୁ ହେଲା ସାହି ନକଲି ଜ଼ର୍ଦ୍ଦା କାରଖାନା ଉପରେ ଚଳାଉ l ପୁରୁଣା ବଜ଼ାର ଥାନା ଅଧିକାରୀ ଏବଂ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ଚଢ଼ାଉ କରାଯାଇ ଉପରୋକ୍ତ ନକଲି ଜ଼ର୍ଦ୍ଦା ଜବତ କରିବା ସହିତ ଏଥିରେ ସମ୍ପୃକ୍ତ ନକଲି ଜ଼ର୍ଦ୍ଦା ସାମଗ୍ରୀ ଓ ମେସିନ ଜବତ ହୋଇଛି l ହେଲା ସାହି ଛଡ଼ାକ ମୋହେଲ୍ଲା ପୁରୁଣା ବଜ଼ାର ର ଅଞ୍ଚଳ ରୁ ବିଭିନ୍ନ ଜାଗାରୁ ଚଢ଼ାଉ କରି ବ୍ୟକ୍ତିଙ୍କୁ ଗିରଫ କରାଯାଉଛି। ଜବତ ନକଲି ଜ଼ର୍ଦ୍ଦା ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ପୁରୁଣା ବଜ଼ାର ଥାନା IIC ସୂଚନା ଦେଇଛି l ଏନେଇ ପୁରୁଣା ବଜ଼ାର ଥାନା ପକ୍ଷରୁ କେସ ମାମଲା ରୁଜ୍ଜୁ କରାଯାଇ ଅଭିଯୁକ୍ତ ମାନଙ୍କୁ କୋର୍ଟ ଫରୱାର୍ଡ କରାଯାଇଛି । Categories: ଅପରାଧ, ଓଡ଼ିଶା, ଭଦ୍ରକ, ହୋମ୍ Related Content ରଣପୁର ଏନଏସି ରେ ଏକକ ବ୍ଯବହୃତ ପ୍ଲାଷ୍ଟିକ ନିଷିଦ୍ଧ ପାଇଁ ପ୍ରଶାସନର ଚଢାଉ : ୧୧ ଜଣଙ୍କ ଠାରୁ ଟ ୫୦୦୦/- ଜୋରିମାନା ଆଦାୟ by Proprietor Abhimanyu Maharana September 10, 2026 ଏମଏମଡ଼ିଆର ଆକ୍ଟ (MMDR ACT)ସଂଶୋଧନ ଆଇନର ପ୍ରତିବାଦରେ ଆପ୍ ଓଡ଼ିଶାର ସମାବେଶ ଏବଂ ମୋଦୀ ସରକାରର ପୁତ୍ତଳିକା ଦାହ by Proprietor Abhimanyu Maharana September 10, 2026 ଟାଙ୍ଗୀରେ ବିଭିନ୍ନ ବିକାଶ ମୂଳକ ସରକାରୀ ନିର୍ମାଣ କାର୍ଯ୍ୟ କରିବାକୁ କେବଳ ଜଙ୍ଗଲ ଓ ଗୋଚର ଜମି ଭରସା. ପରିବର୍ତ୍ତିତ ପରିସ୍ଥିତିରେ ଜଙ୍ଗଲ ଜମିରେ ନିର୍ମାଣ କାମ ଆଇନ ଦୃଷ୍ଟିରୁ କଷ୍ଟକର ହୋଇପଡିଛି by Proprietor Abhimanyu Maharana September 10, 2026 ଆଠଗଡ଼ରେ ଅବକାରୀ ବିଭାଗର ଚଢ଼ାଉ, ବିପୁଳ ଦେଶୀମଦ ଜବତ by Proprietor Abhimanyu Maharana September 10, 2026 ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ର ସମାପନୀ ସମାରୋହ by Proprietor Abhimanyu Maharana September 10, 2026 ସ୍ଥାଣୁ ପାଲଟିଛି ପ୍ରଶାସନ, ଖଣ୍ଡପଡ଼ା ଅଞ୍ଚଳରେ ଅବାଧରେ ଚାଲିଛି ପଲିଥିନ କାରବାର by Proprietor Abhimanyu Maharana September 10, 2026