Home ଓଡ଼ିଶା ଭଦ୍ରକ ଜିଲ୍ଲା ସଂସ୍କୃତି ଭବନ ଠାରେ ସଂସ୍କୃତ-ଭାଷାରେ ସମ୍ବିଧାନ : ଆଲୋଚନା ଚକ୍ର ସମ୍ଭିଧାନ ର ବର୍ତ୍ତମାନ ସ୍ଥିତି ଓ ଭବିଷ୍ୟତ ଉନ୍ମୋଚନ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୬ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ଭଦ୍ରକ :-> ସଂସ୍କୃତ ଏବଂ ଭାଷାରେ ମଧ୍ୟ ଏବେ ଭାରତର ସମ୍ବିଧାନ ଉପଲବ୍ଧ ହୋଇଛି । ସମ୍ବିଧାନର ୭୫ ବର୍ଷ ପୂରଣ ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ଅନୁଷ୍ଠିତ l ବାବା ଆମ୍ବେଦକର ଭାଷା ସମ୍ବିଧାନର ପାଇଁ ବିଲ ପାସ ପ୍ରକାଶ କରିଥିଲେ । ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ଉପସ୍ଥିତ ଜିଲ୍ଲା ଦଳିତ ମହାସଂଘସଭାପତି ତଥା ଜିଲ୍ଲା ଦଳିତ ନେତା ରାଜେନ୍ଦ୍ର ପ୍ରସାଦ ଜେନା ଙ୍କ ସଭାପତିତ୍ଵ ରେ l ସମ୍ଭିଧାନ ଦିବସ ପାଳନରେ ଯୋଗ ଦେଇଥିଲେ ମୁଖ୍ୟ ଅତିଥିଭାବେ ଭଦ୍ରକ କୋଟ ଆଇନଜୀବୀ ଗିରିଧାରୀ ନାଥ l ମୁଖ୍ୟବକ୍ତା ସତ୍ୟାପ୍ରକାଶ ସେଠି l ସମ୍ମାନିତ ଅତିଥି ଭଦ୍ରକ କୋଟ ର ଆଇନଜୀବୀ ତାହେର ମୋହମ୍ମଦ ଏବଂ ଦଳିତ ସଂଗଠନ କର୍ମକର୍ତା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ସମ୍ବିଧାନ ଦିବସ ପାଇଁ ଏକ ସ୍ୱତନ୍ତ୍ର ଡାକ ଟିକଟ ଏବଂ ମୁଦ୍ରା ମଧ୍ୟ ଜାରି କରାଯାଇଛି । ରାଜେନ୍ଦ୍ର ପ୍ରସାଦ ଜେନା ତାଙ୍କ ସମ୍ବୋଧନରେ କହିଛନ୍ତି ଯେ ସମ୍ବିଧାନ ହେଉଛି ଦେଶର ବିଦ୍ବାନ ଲୋକଙ୍କ ଉପହାର । ଯାହା ଭାରତର ବିବିଧତାକୁ ସମ୍ମାନ ଦେଇଥାଏ । ବିଗତ ୭୫ ବର୍ଷ ମଧ୍ୟରେ ଦେଶର ଅଗ୍ରଗତି ଏବଂ ମହିଳା ହୁଅନ୍ତୁ ବା ପୁରୁଷ ସବୁକୁ ଅଧିକାର ଦିଆଯିବ ଦରକାର ମହିଳା କୁ ସଶକ୍ତିକରଣ ଦିଗରେ କରାଯାଇଥିବା କାର୍ଯ୍ୟ ଉପରେ ସେ ଆଲୋକ Categories: ଓଡ଼ିଶା, ଭଦ୍ରକ, ହୋମ୍ Related Content ରଣପୁର ଚକାଶିଳା କ୍ଷେତ୍ରରେ ନୀଳାଦ୍ରୀ ବିଜେ by Proprietor Abhimanyu Maharana July 28, 2026 ଡେଙ୍ଗାଝରୀ ଗ୍ରାମରେ ପାନୀୟ ଜଳ ସମସ୍ୟା ସମାଧାନ କଲେ, ସରପଞ୍ଚ by Proprietor Abhimanyu Maharana July 28, 2026 ରଣପୁର ପ୍ରେସ କ୍ଲବର ନୂତନ ଗୃହ ଉଦ୍ଘାଟନ କଲେ ବାଚସ୍ପତି by Proprietor Abhimanyu Maharana July 28, 2026 ମିନା କୁମାରୀ ପ୍ରଧାନଙ୍କୁ ସମ୍ମାନଜନକ ଡକ୍ଟରେଟ ଉପାଧି ପ୍ରଦାନ by Proprietor Abhimanyu Maharana July 27, 2026 କ୍ରମ୍ପଟନ ପମ୍ପ୍ସ୍ ରଥ ଯାତ୍ରାରେ ‘ବିଶ୍ୱସନୀୟ ପ୍ରଦର୍ଶନ’ ବାର୍ତ୍ତାକୁ ନୂଆ ରୂପରେ ଉପସ୍ଥାପନ କଲା by Proprietor Abhimanyu Maharana July 27, 2026 ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଜୁଲାଇ ମାସର ସାରସ୍ୱତ ଆସର ଅବସରରେ ବର୍ଷା ପାଇଁ କବିତା by Proprietor Abhimanyu Maharana July 27, 2026