୨୩ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ବିଦ୍ୟୁତ ବିତରଣ କମ୍ପାନୀ ଟାଟା ପାୱାର ଏବେ ଠିକାଦାର ଓ ଅସାଧୁ କର୍ମଚାରୀଙ୍କ ମିଲିଭଗତରେ ଚାଲିଛି ! ନିଜର ସ୍ୱାର୍ଥ ସାଧନ ଲାଗି କିଛି ଅସାଧୁ କର୍ମଚାରୀ ଟେଣ୍ଡର ପ୍ରକ୍ରିୟାରେ ଜାଲିଆତି କରି ଏକ ନିର୍ଦ୍ଦିଷ୍ଠ ସଂସ୍ଥାକୁ ଠିକା କାମ ଯୋଗାଉଛନ୍ତି । ଫଳରେ ଅନ୍ୟ ଠିକାଦାର ଓ ଠିକା ସଂସ୍ଥା ହଇରାଣ ହରକତ ହେବା ସହ ଟାଟା ପାୱାରର କୋଟି କୋଟି ଟଙ୍କା ଅର୍ଥ ହଡପ ହେଉଛି ।
