Home ଓଡ଼ିଶା ମାହାଙ୍ଗା ବିଧାୟକଙ୍କ ଫମ୍ପା ଆବାଜ୍ ରେ ନଇଁଲେ ନିର୍ମାଣକାରୀ ସଂସ୍ଥା : ଆସନ୍ତାକାଲି ଦେଖିଛି କିଏ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ଆସନ୍ତାକାଲି ଦେଖିଛି କିଏ : ଆସନ୍ତା ବର୍ଷ ଫେବୃୟାରୀ ସୁଦ୍ଧା ଜଳଯୋଗାଇବାକୁ ରାଜି ୨୨ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ମାହାଙ୍ଗା ବିଧାୟକ ସାରଦା ପ୍ରସାଦ ପ୍ରଧାନଙ୍କ ଫମ୍ପା ଆବାଜ୍ ଆଗରେ ନଇଁଛନ୍ତି ମାହାଙ୍ଗା ଅଞ୍ଚଳରେ ମେଗା ପାନୀୟଜଳ ପ୍ରକଳ୍ପ ନିର୍ମାଣ କରୁଥିବା ଦୁଇ ସଂସ୍ଥା ମେଘା ଇଞ୍ଜିୟନିୟରିଂ ଓ ବ୍ଲଷ୍ଟାର । ୨୦୨୩ ମସିହାରୁ ଏହି ଦୁଇ ସଂସ୍ଥା ପ୍ରକଳ୍ପକାର୍ଯ୍ୟ ସାରିବାକୁ ଧାର୍ଯ୍ୟ ହୋଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କାର୍ଯ୍ୟ ସାରିନଥିବାରୁ ସମୀକ୍ଷା ବୈଠକରେ ଘୋର ଅସନ୍ତୋଷ ପ୍ରକଳ୍ପ କରିଥିଲେ ବିଧାୟକ । ଆଜି ଲୋକସେବାଭବନରେ ମାହାଙ୍ଗା ଅଞ୍ଚଳରେ ପାନୀୟଜଳ ପ୍ରକଳ୍ପର ସମୀକ୍ଷା ହୋଇଥିଲା । ସମୀକ୍ଷା ବୈଠକରେ ପଞ୍ଚାୟତିରାଜ ବିଭାଗ ସଚିବ ଏସ.ଏନ.ଗିରିଶ, ପଞ୍ଚାୟତିରାଜ ନିର୍ଦ୍ଦେଶକ ଭିନିଲ ଭରଦ୍ୱାଜ, ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ, କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ସମେତ କଟକ ଆରଡବ୍ଲୁଏସଏସର ଯନ୍ତ୍ରୀ ଓ ଅଧିକାରୀମାନେ ଉପସ୍ଥିତ ଥିଲେ । ବିଭାଗୀୟ ସଚିବ ଓ ନିର୍ଦ୍ଦେଶକ ମଧ୍ୟ କାର୍ଯ୍ୟ ବିଳମ୍ବକୁ ନେଇ କ୍ଷୁବ୍ଧ ହୋଇଥିଲେ । ବିଧାୟକଙ୍କ ଫମ୍ପା ଆବାଜ୍ ମେଘା ଇଞ୍ଜିନିୟରିଂ କର୍ତ୍ତୃପକ୍ଷ ୨୦୨୫ ଫେବୃୟାରୀରେ ମାହାଙ୍ଗାରେ ଅଞ୍ଚଳର ଲୋକଙ୍କୁ ପାନୀୟଜଳ ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ବ୍ଲୁଷ୍ଟାର କର୍ତ୍ତୃପକ୍ଷ କୌଣସି ନିର୍ଦ୍ଦିଷ୍ଟ ସମୟ ସୀମା ଦେଇନଥିବାବେଳେ ତୁରନ୍ତ ପ୍ରକଳ୍ପ କାର୍ଯ୍ୟ ସାରି ପାନୀୟଜଳ ନଯୋଗାଇଲେ କାମରୁ ବିଦା ହେବାକୁ ପଡିବ ବୋଲି ବିଧାୟକ ଶ୍ରୀ ପ୍ରଧାନ ସଫା ସଫା ଶୁଣାଇ ଦେଇଥିଲେ । Categories: ଓଡ଼ିଶା, କଟକ, ହୋମ୍ Related Content अखिल भारतीय तेरापंथ महिला मंडल के निर्देशन में “श्री उत्सव” का भव्य आयोजन by Proprietor Abhimanyu Maharana June 18, 2026 ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ସମ୍ପର୍କରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana June 18, 2026 କାଶୀନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଗଜପତି ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ by Proprietor Abhimanyu Maharana June 18, 2026 ଆନ୍ଧ୍ର ପ୍ରଦେଶର ଅଳିଆ ଆବର୍ଜନା ପକା ଯାଉଛି ଓଡ଼ିଶାରେ, ଏଇ ବିଷୟ ନେଇ ଜିଲ୍ଲାପାଳ ଙ୍କୁ ଅବଗତ କଲେ ବିଧାୟକ by Proprietor Abhimanyu Maharana June 18, 2026 ପାରଳାଖେମୁଣ୍ଡି ଉପକଣ୍ଠ ରେ ଥିବା ରାମସାଗର ର ଉନ୍ନତି ପାଇଁ ବିଭାଗୀୟ ଅଧିକାରୀ ଉପସ୍ଥିତି ରେ ସମୀକ୍ଷା କଲେ ବିଧାୟକ by Proprietor Abhimanyu Maharana June 18, 2026 ୭୮ ଦିନର ଅବିରତ ପଦଯାତ୍ରା ଭିଆଇପି ଦର୍ଶନ ପ୍ରୋଟୋକଲ ଦର୍ଶନ ଓ ଟଙ୍କା ଦେଇ ଦର୍ଶନ ବନ୍ଦ କର ପୁରୀବାସୀଙ୍କ ପାଇଁ ଗୋଟିଏ ଦ୍ବାର ଖୋଲ by Proprietor Abhimanyu Maharana June 18, 2026