ଓଡିଶା ତାଜା ନ୍ୟୁଜ୍ (୨୧ ଅଗଷ୍ଟ ଶୁକ୍ରବାର ) ଭୁବନେଶ୍ୱର :- ଆଜି ଠାରୁ ଯୁକ୍ତ ଦୁଇ ନାମ ଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ । ଆଜି ପୂର୍ବାହ୍ନ ୧୧ଟାରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇ ସେପ୍ଟେମ୍ବର ୪ ତାରିଖ ରାତି ୧୧ଟ ୪୫ ପର୍ଯ୍ୟନ୍ତ ଚାଲିବ । ଏହି ସମୟ ମଧ୍ୟରେ ଛାତ୍ରଛାତ୍ରୀ ୱେବସାଇଟରେ କମନ ଆପ୍ଲିକେସନ ଫର୍ମ ଜରିଆରେ ଅନଲାଇନ ଆବେଦନ କରିପାରିବେ । ଡବ୍ଲୁଡବ୍ଲୁଡବ୍ଲୁ ସାମ୍ସଓଡ଼ିଶା ଡଟ୍ ଜିଓଭି ଡଟ୍ ଇନ୍ ୱେବସାଇଟରେ ଛାତ୍ରଛାତ୍ରମାନେ ଅନଲାଇନ ଆବେଦନ କରିପାରିବେ ।
ଆଜି ଠାରୁ ଯୁକ୍ତ ଦୁଇ ନାମ ଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ

- Categories: Uncategorized, ଓଡ଼ିଶା, ଶିକ୍ଷା ଓ ନିଯୁକ୍ତି, ହୋମ୍
Related Content
କଟକର ଧର୍ମପରାୟଣ ସମାଜସେବୀ ମହିଳାଙ୍କ ପରଲୋକ
by
Proprietor Abhimanyu Maharana
August 27, 2026
ବିରିଡି ଅଞ୍ଚଳରେ ମିଲ୍ଲାଦ ଉନ ନବୀ ପାଳିତ
by
Proprietor Abhimanyu Maharana
August 27, 2026
‘ଦାଦା’ ସଂଗଠନ ତରଫରୁ ପଦ୍ମଶ୍ରୀ ରାଧାମୋହନ ଗଡ଼ନାୟକଙ୍କ ୧୧୫ ତମ ଜୟନ୍ତୀ ପାଳନ
by
Proprietor Abhimanyu Maharana
August 26, 2026
ମାଗଣା ରକ୍ତ ପରୀକ୍ଷାରୁ ବଞ୍ଚିତ ରୋଗୀ, ବାହାରେ ଗଣୁଛନ୍ତି ମୋଟା ଅଙ୍କ
by
Proprietor Abhimanyu Maharana
August 27, 2026
ଯୁବ ରେଡକ୍ରସ୍ ପକ୍ଷରୁ ଜିଲ୍ଲା ସ୍ତରୀୟ ଅନ୍ଧବିଶ୍ୱାସ, କୁ-ସଂସ୍କାର ଦୂରିକରଣ କୁ ନେଇ ସଚେତନତା ଶିବିର
by
Proprietor Abhimanyu Maharana
August 26, 2026
"ବିକଶିତ କନ୍ଧମାଳ-ଦାଦନମୁକ୍ତ କନ୍ଧମାଳ" ପାଇଁ ଦାଦନ ଶ୍ରମିକଙ୍କ ତଥ୍ୟ ସଂଗ୍ରହ ଆପ୍ ଉନ୍ମୋଚନ
by
Proprietor Abhimanyu Maharana
August 26, 2026