ଓଡ଼ିଶାରେ ୧୧, ୧୫,୯୪୭ ଟି ନମୁନା ପରୀକ୍ଷା କରାଯାଇଛି ; ୭୦,୦୨୦ ଜଣ ପଜିଟିଭ୍‌ ଚିହ୍ନଟ ; ୪୮,୫୭୬ ଜଣ ସଂପୂର୍ଣ୍ଣ ସୁସ୍ଥ ୩୮୦ ଜଣ ମୃତ୍ୟୁ ।

ଓଡିଶା ତାଜା ନ୍ୟୁଜ୍ (୨୧ ଅଗଷ୍ଟ ଶୁକ୍ରବାର ) ଭୁବନେଶ୍ୱର :- ସର୍ବଶେଷ ସ୍ୱାସ୍ଥ୍ୟ ସୂଚନା – ଗତକାଲି ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୧୧, ୧୫,୯୪୭ ଟି ନମୁନା କୋଭିଡ୍‌-୧୯ ପରୀକ୍ଷା କରାଯାଇଛି । ବର୍ତ୍ତମାନ ସୁଦ୍ଧା ସମୁଦାୟ ୭୦,୦୨୦ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ୪୮,୫୭୬ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ଡାକ୍ତରଖାନାରୁ ଫେରିଛନ୍ତି । (ଆଜିର ସୁସ୍ଥ ସଂଖ୍ୟା-୧୬୪୧ ) ୩୮୦ ଜଣ କୋଭିଡ୍‌-୧୯ ରୋଗୀଙ୍କର ମୃତ୍ୟୁ ହୋଇଛି । ସକି୍ରୟ ଥିବା ସଂକ୍ରମିତଙ୍କ ସଂଖ୍ୟା ୨୧,୦୧୦ ରହିଛି । ୨୨,୬୫୧ ଜଣ ହସ୍‌ପିଟାଲ୍‌ ଆଇସୋଲେସନ୍‌ରେ ରହିଛନ୍ତି ।

Exit mobile version