୨୧ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :-> ଗଞ୍ଜାମ ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନ ସ୍ଥଳୀ, ପ୍ରସିଦ୍ଧ ଶକ୍ତିପୀଠ ମା କରଞ୍ଜେଇ ନିକଟ ତଥା ୫୯ ନଂ ଜାତୀୟ ରାଜପଥରେ ନୂତନ ଭାବେ ନିର୍ମିତ ମା ରତ୍ନମାଳୀ ରେଷ୍ଟୁରାଣ୍ଟ ଗୁରୁବାର ଉଦଘାଟିତ ହୋଇଛି । ଏହି ପରିପ୍ରେକ୍ଷୀରେ ସୁନୀଲ ଖଟାଇଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୁପରିଚିତ ସମାଜସେବୀ ସୁଧାନିଧି ଚୌଧୁରୀ ଯୋଗ ଦେଇ ରିବନ୍ କାଟି ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ ।

