ଗଞ୍ଜେଇ ଜବତ – ୩ କୋର୍ଟ ଫରୱାର୍ଡ

ପୋଲିସ ଖବର ପାଇଲାପରେ, ଭାପୁର ବିଟ୍ ହାଉସ୍ ଅଧିକାରୀ ସଞ୍ଜୟ କୁମାର ପରିଡ଼ା,ଏସ୍.ଆଇ. ଅଶୋକ କୁମାର ଜେନା ସଦଳବଳେ ଅଟୋକୁ ଭାପୁର ବାଇପାସ୍ ରାସ୍ତା ଜଙ୍କସନ୍ ନିକଟରେ ଜବତ କରି ଥାନାକୁ ଆଣିଲେ । ଅଟୋ ଯାଞ୍ଚ ବେଳେ ଭିତରୁ ୧୭.୭୦୦ କେଜି ଗଞ୍ଜେଇ ଜବତ ସହ ଚୋରା ଚାଲାଣକାରି ବାହାଡା ଗ୍ରାମର ଧନୁ ଦଳେଇ , ମନୋଜ ନାୟକ ଏବଂ ଜଟଣୀ କୁସୁମାଟି ଗ୍ରାମର ଅଟୋ ଚାଳକ ସତ୍ୟନାରାୟଣ ସାହୁକୁ ଗିରଫ କରି ଜେଲ ହାଜତକୁ ପଠା ଯାଇଥିବା ଫତେଗଡ଼ ଥାନା ସୂତ୍ରରୁପ୍ରକାଶ ।
Related Content
ସିପ୍ରାରାଣୀ ମାଟ୍ରିକ ପରୀକ୍ଷାରେ ବୋଲଗଡ଼ରେ ଶୀର୍ଷରେ
by
Proprietor Abhimanyu Maharana
May 5, 2026
ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ
by
Proprietor Abhimanyu Maharana
May 4, 2026
ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା : ଦୁଇ ଜଣ ଗିରଫ - ଦୁଇ ଦେଶୀ ବନ୍ଧୁକ ଜବତ
by
Proprietor Abhimanyu Maharana
May 4, 2026
Brutal Crime in Nasrapur Sparks Outrage : Accused Arrested
by
Proprietor Abhimanyu Maharana
May 4, 2026
Delay in water supply in Pune : Water to taps only between 1 and 2 pm
by
Proprietor Abhimanyu Maharana
May 4, 2026
ODISHA VIGILANCE NABS SRI PRASANTA PRADHAN, ASI OF RAJKANIKA POLICE STATION, DIST-KENDRAPARA FOR TAKING BRIBE TO FURNISH FAVOURABLE REPORT IN A LAND DISPUTE CASE.
by
Proprietor Abhimanyu Maharana
May 4, 2026