୨୦ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ରାୟଗଡ଼ :-> ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ଏଙ୍ଗାରସିଂ ପଂଚାୟତ ର ବଡସଡ଼ା ଗ୍ରାମର ଅଚୁତାନନ୍ଦ ସେବା ଆଶ୍ରମ ଠାରେ ଶ୍ରୀ ଅଚୁତାନନ୍ଦ ସେବା ଚାରିଟେବୁଲ ଟ୍ରଷ୍ଟ ତରଫରୁ କାଯ୍ୟକ୍ରମ କରାଯାଇଥିଲା ଏହି ଟ୍ରଷ୍ଟର ମୁଖ୍ୟ ମହନ୍ତ ଶ୍ରୀ ବଂଶୀଧର ମହାରାଜ ଙ୍କ ଦ୍ଵାରା ପରିଚାଳିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ପ୍ରାୟ 500 ଲୋକ ରୁ ଉର୍ଦ୍ଧ ହୋଇଥିଲେ ସେଥି ମଧ୍ୟରୁ ଟ୍ରଷ୍ଟ ତରଫରୁ ପ୍ରାୟ 200 ଲୋକକୁ ଥଣ୍ଡା ପାଇଁ କମ୍ବଳ , ଚାଉଳ ଇତ୍ୟାଦି ଗରିବ ଅସହାୟ ବୃଦ୍ଧ ଲୋକ ମାନଙ୍କୁ ବଣ୍ଟନ କରି ଅର୍ଣ୍ଣଛତ୍ର ବ୍ୟବସ୍ତା ବି କରାଯାଇଥିଲା l

