୧୯ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ରାୟଗଡ଼ :-> ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ କରଡ଼ାସିଂ ପଞ୍ଚାୟତର କୁରୁଗୁବା ଠାରେ EDII, ଅହମଦାବାଦ ଫାଉଣ୍ଡେସନ, ଆନୁକୂଲ୍ୟରେ କଦଳୀ ଗଛ ରୁ ସୁତା ପ୍ରସ୍ତୁତି ତାଲିମ ଶିବିର ହୋଇଯାଇଛି l ଏହି ପରିପ୍ରେକ୍ଷୀରେ ଆଜି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ତାଲିମ ଶିବିର 05-112024 ଠାରୁ ଆରମ୍ଭ ହୋଇ 30-11-2024 ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ l
