୧୮ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ଦଶପଲ୍ଲା ରେ ସାମ୍ବାଦିକ ମୁରଲି ଧର ପାଣି ଙ୍କ ୪ ର୍ଥ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ସଂକଳ୍ପ ସାହିତ୍ୟ ସେବା ଅନୁଷ୍ଠାନ ଆନୁକୁଲ୍ୟରେ ପାଳିତ ହୋଇଯାଇଛି, ଅନୁଷ୍ଠାନ ର ଉପସଭାପତି ତଥା ବରିଷ୍ଠ ନାଗରିକ ମଂଚର ସଭାପତି ପ୍ରାଣକୃଷ୍ଣ ବେହେରାଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଓଡିଶା ପାଠାଗାର ମହାସଂଘ ର ସଭାପତି ତଥା ପରିବେଶ ବିତ ପ୍ରଶନ୍ନ କୁମାର ପଣ୍ଡା, ମୁଖ୍ୟ ଅତିଥି ଭାବେ ବରିଷ୍ଠ ଖବରଦାତା ଡ଼ ପ୍ରଫୁଲ୍ଲ କୁମାର ଦାଶ,

