୧୭ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀ ଏନ୍.ଏ.ସି ଅନ୍ତର୍ଗତ ପୂର୍ତ୍ତବିଭାଗ ଡାକବଙ୍ଗଳା ଠାରେ ମହାନଦୀରେ ସ୍ଥାପିତ ପାଣି ଟାଙ୍କିରୁ ବାଙ୍କୀ ଏନ୍.ଏ.ସିର ସମସ୍ତ ୧୭ଗୋଟି ୱାର୍ଡକୁ ପିଇବା ପାଣି ଯୋଗାଇ ଦିଆଯାଇଥାଏ । ବର୍ତ୍ତମାନ ମହାନଦୀ ବାଲିରେ ଏହି ପ୍ରକଳ୍ପଟି ପୋତି ହୋଇଯିବା ସହ ପାଣି ଯୋଗାଣ ହୋଇପାରୁ ନାହିଁ ।

