ଜାତିୟ ପ୍ରେସ ଦିବସ ପାଳତ

୧୭ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ )  ନିରାକାରପୁର  :-> ସାମ୍ବାଦିକ ସଂଘ ପକ୍ଷରୁ ଜାତିୟ ପ୍ରେସ ଦିବସ ଆଜି ନୁଆ ଜଗନ୍ନାଥ ସଡ଼କ ନିକଟସ୍ଥ ଖଜୁରିପଡା କାର୍ଯ୍ୟାଳୟ ଠାରେ ପାଳିତ ହୋଇଯାଇଛି । ସଂଘ ର ସଭାପତି ଦୀପକ ପ୍ରଧାନ ଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ଆଜି ର ଦିବସ ଜଣେ ସାମ୍ବାଦିକଙ୍କ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଦିବସ ବୋଲି ମତ ରଖିଥିଲେ ।

ଏହି ପ୍ରେସ୍ ଦିବସ ବୈଠକ ରେ ଉପସ୍ଥିତ ଥିବା ଜିଲ୍ଲା ଓ ବ୍ଲକ୍ ସ୍ତରିୟ ସାମ୍ବାଦିକ ହେଲେ ବିକ୍ରମ କେଶରୀ ସାହୁ, ବିଭୁତି ଭୁଷଣ ଦାଶ,ପ୍ରକାଶ କୁମାର ବଳିୟାର ସିଂହ, ଦାସ ରଥି ଶ୍ରୀ ଚନ୍ଦନ, ଜିତେନ୍ଦ୍ର ମହାପାତ୍ର, ଜ୍ଞାନ ରଞ୍ଜନ ଦାଶ, ସୁଚିତ୍ର ରଞ୍ଜନ ଭୁଜବଳ ଉପସ୍ଥିତ ରହି ନିଜ ନିଜର ମତାମତ ରଖିଥିଲେ ।

Exit mobile version