Home ଅପରାଧ ଜଣେ କାର୍ଯ୍ୟରତ ସାମ୍ବାଦିକ ଙ୍କ ଦୋକାନ ରୁ କଳା କନା ବୁଲାଇ ଲୁଟିନେଲେ ଦୂର୍ବୁର୍ତ୍ତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୬ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର, ଉଦୟଗିରି :-> ଗଜପତି ଜିଲ୍ଲା ରେ ଦିନକୁ ଦିନ ଚୋର ମାନଙ୍କ ଚୋରି ର ଅଭିର୍ଭାବ ବଢ଼ିବାରେ ଲାଗିଛି, ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରୁ ଦିନ ଦି ପହର ରେ ଚୋରି ହୋଉଥିବା ଦେଖିବାକୁ ମିଳିଛି, ବର୍ତ୍ତମାନ ଚୋର ର ଆଡା ସ୍ଥଳ ପାଲଟିଛି ଗଜପତି ଜିଲ୍ଲା, ଜିଲ୍ଲାର ସଦରମହକୁମା ପାରଳାଖେମୁଣ୍ଡି ରେ ପୋଲିସ ର ନିଦ ହଜେଇ ଦେଉଛନ୍ତି ଏହି ଚୋର ମାନେ, ଦିନ ଦି ପହର ରେ ଘରେ ପଶି ଲକ୍ଷ ଲକ୍ଷ ଟଙ୍କା ର ମୂଲ୍ୟବାନ ଜିନିଷ ଚୋରି କରି ନେବାର ଅନେକ ଦୃଶ୍ୟ ଲୋକ ଲୋଚନ କୁ ଆସିଛି, ଏହି ଚୋରି ଏବେ ରା.ଉଦୟଗିରି ବ୍ଲକ୍ ତଲଡ଼ା ଗ୍ରାମ ରେ ଦେଖିବାକୁ ମିଳିଛି, ଗତ କାଲି ରାତିରେ ତଲଡ଼ା ଗ୍ରାମ ନିକଟସ୍ଥ ଲୋମ ପବ୍ଲିକ ସ୍କୁଲ ର ସମ୍ମୁଖରେ ଅବସ୍ଥିତ ଏକ କାର୍ଯ୍ୟରତ ସାମ୍ବାଦିକ ରାହୁଲ କର ଙ୍କ ଘର ଉକ୍ତ ଗୃହ ରେ ଦୁଇଟି ଦୋକାନ ରହିଛି,ଯେଉଁଠି ମେଡ଼ିକାଲ ଷ୍ଟୋର ଏବଂ ଲୁଗା ଦୋକାନର ବ୍ୟବସାୟ ଚାଲିଥିଲା, ସେଇଠି ରାତି ଲୋକ ନ ଥିବାର ଫାଇଦା ନେଇ ରାତ୍ରି ସମୟ ରେ ଏହି ଦୋକାନ ରେ ଚୋର ମାନେ ଦୋକାନ ସହ ଘରେ ଥିବା ମୂଲ୍ୟବାନ ଜିନିଷ ପତ୍ର ସହିତ ଟଙ୍କା ପୋଈସା ଯାହା ଥିଲା ଘର ର ତାଲା ଭାଙ୍ଗି ଲୁଟି ନେଇଥିବା ଦେଖିବାକୁ ମିଳିଛି, ସୂଚନା ପ୍ରକାରେ ସେହି ଦୋକନ୍ ରେ କାମ କରୁଥିବା କର୍ମଚାରୀ ମାନେ ପ୍ରତିଦିନ ପରି ସକାଳୁ କାମ କରିବାକୁ ଆସିବା ବେଳେ ଦେଖିଥିଲେ ଯେ ଦୋକନ ର ପଛୋ ପଟେ ଥିବା ଝରକା ଭାଙ୍ଗି ଘର ଭିତରେ ପଶି ସମସ୍ତ ମୂଲ୍ୟବାନ ଜିନିଷ ସହିତ ଟଙ୍କା ଚୋରି ହୋଇଥିବା ଦେଖି ଦୋକାନ ର ମାଲିକ କୁ ଫୋନ୍ କରି କହିଥିଲେ, ଯାହାର ଆନୁମାନିକ ଟଙ୍କା ସାତ ଲକ୍ଷ୍ୟ ରୁ ଉର୍ଦ୍ଧ ହେବ ବୋଲି ଗଣମାଧ୍ୟମ କୁ ସୁଚନା ଦେଇଛନ୍ତି ଉକ୍ତ ଦୋକାନ ର ମାଲିକ, ତେବେ ପୋଲିସ କୁ ଖବର ଦେବା ସଙ୍ଗେ ସଙ୍ଗେ ରା.ଉଦୟଗିରୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରିବା ଦେଖିବାକୁ ମିଳିଛି, ତେବେ ଏନେଇ ରା. ଉଦୟଗିରୀ ଥାନା ରେ ଅଭିଯୋଗ ପତ୍ର ଦେଇଛନ୍ତି ଦୋକାନ ମାଲିକ୍ ଙ୍କ ବାପା, ତେବେ ପୋଲିସ କେତେ ଶୀଘ୍ର ଅଭିଯୁକ୍ତ କୁ ଧରିବାରେ ସଫଳ ହେଉଛି ଆଉ କେତେ ଶୀଘ୍ର ଜଣେ କାର୍ଯ୍ୟରତ ସାମ୍ବାଦିକ ଙ୍କୁ କ୍ଷତି ପୂରଣ ସହିତ ନ୍ୟାୟ ମିଳୁଛି ତାହା ଦେଖିବାକୁ ବାକି ରହିଲା । Categories: ଅପରାଧ, ଓଡ଼ିଶା, ଗଜପତି, ହୋମ୍ Related Content ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026 ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ by Proprietor Abhimanyu Maharana September 14, 2026