Home ଓଡ଼ିଶା ଉତ୍ସର୍ଗ ପରିବାର ପକ୍ଷରୁ ନିଆରା ଡ଼ାଞ୍ଚାରେ ପାଳିତ କଲେ ଶିଶୁଦିବସ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ମାନସିକ ଅନଗ୍ରସର, ଭିର୍ନ୍ନକ୍ଷମ ଚତୃରଛାତ୍ରୀଙ୍କ ଗହଣରେ ପାଳିଲେ ଶିଶୁଦିବସ ୧୪ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ସମଗ୍ର ଭାରତବର୍ଷରେ ନଭେମ୍ବର ମାସ 14 ତାରିଖ କୁ ଶିଶୁଦିବସ ରୂପେ ପାଳନ କରିଥାନ୍ତି l କାରଣ ସେଦିନ ହେଉଛି ପଣ୍ଡିତ ଜବାହର ଲାଲ ନେହୁର ଙ୍କ ଜନ୍ମଦିନ ସେଥିପାଇଁ ଚାଚା ନେହୁର ଙ୍କୁ ମନେପକାଇବାପାଇଁ ଶିକ୍ଷାନୁଷ୍ଠାନ ଗୁଡିକ ରେ ଶିଶୁ ଦିବସ ଭାବେ ପାଳିତ କରାଯାଏ l ଏହା ସାଧାରଣତଃ ଶିକ୍ଷାନୁଷ୍ଠାନ ଗୁଡିକ ରେ ପାଳିତ ହେଉଥିବାବେଳେ ଚଳିତ ବର୍ଷ ଏହାକୁ ନୂତନ ଭାବେ ଏକ ସାମାଜିକ ଅନୁଷ୍ଠାନ ପାଳନ କରିଛି l ଏହି ଅବସରରେ ଗୋପ ବ୍ଲକ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଟି ହେଉଛି “ଉତ୍ସର୍ଗ ପରିବାର ” ସବୁବେଳେ କିଛି ନା କିଛି ଅନ୍ୟମାନଙ୍କ ଠାରୁ ଭିର୍ଣ୍ଣ କରିଥାଏ l ଚଳିତ ବର୍ଷ ମଧ୍ୟ ସେମିତି କିଛି ନୂଆ କରିଛନ୍ତି ଗୋପ ର ଉତ୍ସର୍ଗ ପରିବାର ର ସଦସ୍ୟ ମାନେ l ଭିନକ୍ଷମ, ମାନସିକ ଅନଗ୍ରସର, ଅନ୍ଧ, ମୁକ, ବଧିର ଛୋଟ ଛୋଟ ଶିଶୁମାନଙ୍କ ଗହଣରେ ପାଳିତ କରିଛନ୍ତି ଶିଶୁଦିବସ l ଏହିଭଳି ମହତ୍ୱପୂର୍ଣ୍ଣ କାର୍ଯ୍ୟ କୁ ସମସ୍ତ ଗୋପ ଅଞ୍ଚଳ ବାସୀ ସାଧୁବାଦ ଜ୍ଞାପନ କରିବା ସହିତ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରୁଛନ୍ତି ଉତ୍ସର୍ଗ ପରିବାର l Categories: ଓଡ଼ିଶା, ପୁରୀ, ହୋମ୍ Related Content ବରିଷ୍ଠ ଫଟୋ ସାମ୍ବାଦିକଙ୍କ ମାତୃ ବିୟୋଗ by Proprietor Abhimanyu Maharana August 8, 2026 ଜାତୀୟ ସାଂସ୍କୃତିକ ଐତିହ୍ୟ ତାଲିକାରେ ରଥଯାତ୍ରା, ବାଲିଯାତ୍ରା, ଓଡ଼ିଶୀ ଓ ଛଉ ନୃତ୍ୟ - ସାଂସଦ ଦିଲ୍ଲୀପ ରାୟ by Proprietor Abhimanyu Maharana August 8, 2026 ହିରୋସୀମା ଦିବସ ପାଳିତ, ଶାନ୍ତି ର ବାର୍ତ୍ତା ବଣ୍ଟନ by Proprietor Abhimanyu Maharana August 7, 2026 ବ୍ରହ୍ମାନନ୍ଦ ସ୍ବାଇଁଙ୍କ ପରଲୋକ by Proprietor Abhimanyu Maharana August 7, 2026 ମାଲକାନଗିରି ଜିଲ୍ଲା ଗସ୍ତରେ ଆଇପିଆର ଦକ୍ଷିଣାଞ୍ଚଳ ଉପନିର୍ଦ୍ଦେଶକ ବସନ୍ତ ପ୍ରଧାନ : କାର୍ଯ୍ୟର ସମୀକ୍ଷା ସହ ଦେଲେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ by Proprietor Abhimanyu Maharana August 7, 2026 ବେଦାନ୍ତ ଆଲୁମିନିୟମ କୋଇଲା ଖଣି ପ୍ରକଳ୍ପ ବିଦ୍ୟା ଜରିଆରେ ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଗ୍ରାମୀଣ ଶିକ୍ଷାକୁ ସୁଦୃଢ଼ କରୁଛି by Proprietor Abhimanyu Maharana August 7, 2026