Home ଓଡ଼ିଶା ବାଙ୍କୀ ପ୍ରଗତି ପରିଷଦ ତରଫରୁ ବିଦ୍ୟାଳୟ ସ୍ତରୀୟ ତର୍କ ପ୍ରତିଯୋଗିତା by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୪ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀ ପ୍ରଗତି ପରିଷଦ ତରଫରୁ ବି.କେ.ବିଦ୍ୟାପୀଠ ଠାରେ ବିଦ୍ୟାଳୟସ୍ତରୀୟ ତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ବାଙ୍କୀ ପ୍ରଗତି ପରିଷଦର ବରିଷ୍ଠ ସଦସ୍ୟ କୃତିବାସ ପଣ୍ଡା ଶୁଭାରମ୍ଭ କରିଥିଲେ । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ ତର୍କପ୍ରତିଯୋଗିତାରେ ଶିକ୍ଷାବିତ୍ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର, ଶିକ୍ଷୟିତ୍ରୀ ମିନୁଶ୍ରୀ ମଲ୍ଲିକ, ଶିକ୍ଷକ ସୁବ୍ରତ କୁମାର ଖଟୁଆ ଓ ସୁରଜିତ କୁମାର ଦଳେଇ ବିଚାରକ ଭାବେ ଯୋଗଦାନ କରି ତର୍କ ପ୍ରତିଯୋଗିତାର ମୂଲ୍ୟାଙ୍କନ କରିଥିଲେ । ଏହି ପ୍ରତିଯୋଗିତାରେ ଅରୂପ ପ୍ରଧାନ-୧ମ, ଶୁଭ୍ରାଂଶୁ ବେହେରା-୨ୟ ଓ ଶୁଭ୍ରାଂଶୁ ରଞ୍ଚନ ପଣ୍ଡା -୩ୟସ୍ଥାନ ଅଧିକାର କରିଛନ୍ତି । ବାଙ୍କୀ ପ୍ରଗତି ପରିଷଦର ରାଜ୍ୟସ୍ତରୀୟ ସମ୍ମିଳନୀରେ କୃତିପ୍ରତିଯେଗୀମାନଙ୍କୁ ପୁରସ୍କୃତ କରାଯିବ ବୋଲି ବରିଷ୍ଠ ସଦସ୍ୟ ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତି । ନବୋଦୟ ବିଦ୍ୟାଳୟରେ ଆଞ୍ଚଳିକସ୍ତରୀୟ ବିଜ୍ଞାନ ମେଳା ଉଦ୍ଘାଟିତ, ୫୮ଟି ପ୍ରକଳ୍ପ ପ୍ରଦର୍ଶିତ l Categories: ଓଡ଼ିଶା, କଟକ, ହୋମ୍ Related Content ଥମୁନି ଦାଦନ ଦୁଃଖ : ଶବ ହୋଇ ଫେରିଲେ ବରୁଣ by Proprietor Abhimanyu Maharana May 29, 2026 ଉପାନ୍ତ ଅଞ୍ଚଳକୁ ଗଡ଼ିଲା ମୁଖ୍ୟମନ୍ତ୍ରୀ ବସ୍ ସେବା, ଭାପୁର,କଳାପଥର,ଖଣ୍ଡପଡ଼ା ଜନସାଧାରଙ୍କ ଗମନାଗମନ ହେବ ସୁବିଧା by Proprietor Abhimanyu Maharana May 29, 2026 ଫତେଗଡ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ, କାଜୁ ଜଙ୍ଗଲରୁ ମିଳିଲା ନରକଙ୍କାଳ by Proprietor Abhimanyu Maharana May 29, 2026 ଡାଲମିଆ ଭାରତ ଫାଉଣ୍ଡେସନ୍ ପକ୍ଷରୁ 'ଗ୍ରାମ ପରିବର୍ତ୍ତନ' ପ୍ରକଳ୍ପ ଅଧୀନରେ କଟକର ଚାଷୀଙ୍କୁ ଜଳସେଚନ ଓ କୃଷି ସରଞ୍ଜାମ ପ୍ରଦାନ by Proprietor Abhimanyu Maharana May 29, 2026 ବିରିଡି ଅଞ୍ଚଳରେ ଇଦୁଲ ଜୁହା ପାଳିତ by Proprietor Abhimanyu Maharana May 29, 2026 ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ପାଇ ଥିବା ଶ୍ୱେତା ସୁଚରିତାଙ୍କୁ ସମ୍ବର୍ଦ୍ଧିତ କଲେ ରଣପୁର ବ୍ଲକ ବିଜେଡି ସଭାପତି by Proprietor Abhimanyu Maharana May 29, 2026