ଓଡିଶା ତାଜା ନ୍ୟୁଜ୍ (୨୦ ଅଗଷ୍ଟ ଗୁରୁବାର) ଢେଙ୍କାନାଳ :- ସରାଙ୍ଗ ଫାଣ୍ଡି ସାମ୍ନାରେ ସାଇକେଲ ଚଲେଇ ଯାଉଥିଲା ସାଇକେଲ ଚାଳକ।ପଛରୁ ଧକ୍କା ଦେଲା ଚଉଦ ଚକିଆ ଟ୍ରକ । ଘଟଣାସ୍ଥଳରେ ସାଇକେଲ ଚାଳକ ମୃତ । ସୂଚନାଯୋଗ୍ୟ, ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଳକ କୁଆଳୁ ଗ୍ରାମର ଅଜୟ କୁମାର ମହାରଣା (୩୦) ସରାଙ୍ଗ ଫାଣ୍ଡି ସାମ୍ନା କଲେଜ ଛକ ନିକଟରେ ସାଇକେଲ ଚଲେଇ ଯାଉଥିବା ସମୟରେ ପିତିରି ଆଡକୁ ଯାଉଥିବା OD15L 5231 ନମ୍ବର ବିଶିଷ୍ଟ ଏକ ଚଉଦ ଚକିଆ ଟ୍ରକ ପଛପଟୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ସାଇକେଲ ଚାଳକ ମୃତ୍ୟୁ ବରଣ କରିଥିଲା । ଫେରାର ହେଉଥିବା ଟ୍ରକକୁ ସ୍ଥାନୀୟ ଲୋକେ ଜବତ କରି ପୋଲିସ ଜିମା ଦେବା ସହ ନିକଟସ୍ଥ ମେଡିକାଲରେ ଶବ ବ୍ୟବଚ୍ଛେଦ କରିଥିଲେ । (ରିପୋର୍ଟ,ଅମର ରଞ୍ଜନ ଦାସ)
ସାଇକେଲ ଆରୋହୀକୁ ପଛରୁ ଧକ୍କା ଦେଲା ୧୪ ଚକିଆ ଟ୍ରକ୍ , ଘଟଣାସ୍ଥଳରେ ସାଇକେଲ ଚାଳକ ମୃତ

- Categories: Uncategorized, ଅପରାଧ, ଓଡ଼ିଶା, ହୋମ୍
Related Content
ଖଣ୍ଡପଡ଼ା ପଠାଣି ସାମନ୍ତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିଛି ଜିଲ୍ଲା ପ୍ରଶାସନ
by
Proprietor Abhimanyu Maharana
October 9, 2026
ଖଣ୍ଡପଡ଼ା ବ୍ଲକ ଅଧୀନ ବୋଦାସା ପଞ୍ଚାୟତରେ ପୂର୍ବତନ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ପୌରହିତ୍ୟରେ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି
by
Proprietor Abhimanyu Maharana
October 9, 2026
ରୋଜଗାର ନାହିଁ ଲୋକେ ଦାଦନ ମୁହାଁ....
by
Proprietor Abhimanyu Maharana
October 9, 2026
ୟୁକେର ୫୦ ଶ୍ରେଷ୍ଠ ଆକାଂକ୍ଷୀ ବ୍ୟବସାୟୀଙ୍କ ତାଲିକାରେ ଓଡ଼ିଆ ଉଦ୍ୟୋଗୀ ଅରୁଣ କର
by
Proprietor Abhimanyu Maharana
October 9, 2026
ମାଲକାନଗିରିରେ ଜୋଶ୍ ଦଳର ଜିଲ୍ଲାସ୍ତରୀୟ ଶୁଭାରମ୍ଭ; ଯକ୍ଷ୍ମା ମୁକ୍ତ ପଞ୍ଚାୟତର ସରପଞ୍ଚମାନେ ସମ୍ମାନିତ
by
Proprietor Abhimanyu Maharana
October 9, 2026
SIRକୁ ବିରୋଧକରି ନିର୍ବାଚନ କମିଶନର ଜ୍ଞାନେସ କୁମାରଙ୍କ ଇସ୍ତଫା ଦାବିରେ କନ୍ଧମାଳ କଂଗ୍ରେସର ସଫଳତାର ସହ ୧୨ ଘଣ୍ଟିଆ ବନ୍ଦ ପାଳନ
by
Proprietor Abhimanyu Maharana
October 9, 2026