ଭିନ୍ନକ୍ଷମ ଙ୍କୁ ମିଳୁନି ପ୍ରଧାନମନ୍ତ୍ରୀ ଆବାସ ଗୃହ

କାମ ଧନ୍ଦା କରି ନ ପାରି ଦୁଃଖ କଷ୍ଟ ରେ ଚଲୁଥିବା ଟିକିନା ନୟାଗଡ଼ ଜିଲ୍ଲାପାଳ ଓ ଦଶପଲ୍ଲା ବିଡ଼ିଓ ଙ୍କୁ ଜଣାଇ ଥିଲେ ମଧ୍ୟ ଟିକିନା କୁମିଳିନି ପ୍ରଧାନମନ୍ତ୍ରୀ ଆବାସ ଘର । ଦୁଃଖରେ ଚଳୁଥିବା ଟିକିନା କୁ କେବେ ପ୍ରଧାନମନ୍ତ୍ରୀ ଆବାସ ମିଳିବ ଏହାକୁ ନେଇ ଟିକିନା ଚାହିଁ ବସିଥିବା ବେଳେ ଏଥି ପ୍ରତି ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି ।
- Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍
Related Content
ଗଜପତି : ସାରା ରାଜ୍ୟରେ ବହୁ ଚର୍ଚ୍ଚିତ ଥିବା ଏ ସି. ଏଫ.ଓ ସୌମ୍ୟ ମୃତ୍ୟୁ ମାମଲାରେ ରୋଷେୟା ଗିରଫ
by
Proprietor Abhimanyu Maharana
October 1, 2026
ଆଇଆଇଟି ଭୁବନେଶ୍ୱରରେ ଓଡିଆପ୍ରେନ୍ୟୁର୍ ୩.୦ ରାଜ୍ୟସ୍ତରୀୟ ହ୍ୟାକାଥନ୍ ଉଦ୍ଘାଟିତ
by
Proprietor Abhimanyu Maharana
October 1, 2026
Odiapreneur 3.0 State-Level Hackathon Inaugurated at IIT Bhubaneswar
by
Proprietor Abhimanyu Maharana
October 1, 2026
ମାଉଲି ମା କୃଷକ ଉତ୍ପାଦକ କମ୍ପାନୀର ବାର୍ଷିକ ସାଧାରଣ ସଭା
by
Proprietor Abhimanyu Maharana
October 1, 2026
ଅନାବିଳ ବ୍ୟକ୍ତିତ୍ଵ ଡଃ କିଶୋର କୁମାର ପଣ୍ଡା
by
Proprietor Abhimanyu Maharana
October 1, 2026
ମାଲଗୋଦାମ ପୋଲିସର ବଡ ସଫଳତା : ଜୀପି କଏଲ୍ ଚୋରୀ ମାମଲାରେ ୨ଗିରଫ,୧୭ ବଣ୍ଡଲ କଏଲ୍ ଜବତ
by
Proprietor Abhimanyu Maharana
October 1, 2026