୧୩ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା :-> ଖୋର୍ଦ୍ଧା ଜିଲ୍ଲାର ଅଗ୍ରଣୀ ଧର୍ମ ଅନୁଷ୍ଠାନ ଶ୍ରୀ ରାମଦୟା ପରିଷଦ ର ମେଧା ଅଭିନନ୍ଦନ ଓ ସମ୍ବର୍ଧନା କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ, ଖଣି ଓ ଇସ୍ପାତମନ୍ତ୍ରୀ ବିଭୁତି ଭୂଷଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ। ମୁଖ୍ୟ ବକ୍ତା ଭାବେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଶ୍ବହିନ୍ଦୁ ପରିଷଦର ର ମାର୍ଗଦର୍ଶକ ଗିରିଧାରୀ ସ୍ଵାଇଁ ବିଶିଷ୍ଟ ସମାଜସେବୀ ଜଗବନ୍ଧୁ କର , ନିରାକାରପୁର କଲେଜ ଅଧ୍ୟକ୍ଷା ବ୍ରତତି ମିଶ୍ର ଯୋଗ ଦେଇ ଥିଲେ ।

