୧୨ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ଖପ୍ରାଖୋଲ :-> ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଚଳିତ ବର୍ଷ ଖପ୍ରାଖୋଲ ଅଞ୍ଚଳ ରେ ନିଅଣ୍ଟିଆ ବର୍ଷା ଯୋଗୁଁ କପା, ଧାନ ତଥା ଅନ୍ୟାନ୍ୟ ଫସଲ ବ୍ୟାପକ ଭାବରେ ନଷ୍ଟ ହେଉଥିବା ଦେଖି ବାକୁ ମିଳୁଛି I ବର୍ଷ ଆରମ୍ଭ ରୁ ସ୍ୱାଭାବିକ ବର୍ଷା ହୋଇଥିବା ବେଳେ ଚାଷ ର ଅମଳ ସମୟ ରେ ବର୍ଷା ନ ହେବା ରୁ ଚାଷ ଜମି ମାନ ରେ ଫସଲ ପ୍ରଭାବିତ ହେଉଥିବା ର ଦେଖିବା କୁ ମିଳିଛି I

