୧୧ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ଫୁଲବାଣୀ :-> ସୋମବାର ଜିଲ୍ଲା ସିଟିଜେନ ଫୋରମ ପକ୍ଷରୁ ସଭାପତି ତଥା ବରିଷ୍ଠ ସାମ୍ବାଦିକ ଡଃ ଅରୂପ ଜେନାଙ୍କ ନେତୃତ୍ବରେ ଏକ ପ୍ରତିନିଧୂ ଦଳ ଭୁବେନେଶ୍ବର ସ୍ଥିତ ଇଷ୍ଟ କୋଷ୍ଟ ରେଲୱେ ଜେନେରାଲ ମ୍ୟାନେଜେରଙ୍କ ସଚିବ ସହ ଗୋପାଳପୁର -ରେଢ଼ାଖୋଲ ଭାୟା ଫୁଲବାଣୀ ପ୍ରସ୍ତାବିତ ନୂତନ ରେଳ ପଥର ବର୍ତମାନର ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ ।

