୧୧ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ଛେଳିଗଡ଼ ସରକାରୀ ଉ ପ୍ରା ବିଦ୍ୟାଳୟର ନୃତ୍ୟ ଦଳ ଗତକାଲି ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ପ୍ରଥମ ସ୍ଥାନ ଅଧିକାର କରି ଆଗାମୀ 12 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବା ପାଇଁ ମନୋନୀତ ହୋଇଛନ୍ତି | ବିଦ୍ୟାଳୟର ଛାତ୍ରୀ ମାନଙ୍କର ନୃତ୍ୟରେ ମଞ୍ଚାସିନ ବିଚାରକ ମଣ୍ଡଳୀ ଅଭିଭୂତ ହୋଇପଡ଼ିଥିଲେ |
