୧୦ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଜଗତସିଂହପୁର :-> ଭାରତ ବର୍ଷ ଗୁରୁ ପରମ୍ପରା ର ଦେଶ l ଏହା ଅତି ପ୍ରାଚୀନ l ବୈଦିକ ଯୁଗରୁ ଗୁରୁ ପରମ୍ପରା ଅଦ୍ୟାବଧି ଚାଲିଆସିଚି l ଗୁରୁ ଅନ୍ଧାରରୁ ଆଲୋକକୁ ଆଣନ୍ତି l ତେଣୁ ପ୍ରତିଟି ମଣିଷ ଗୁରୁ ଆଶ୍ରିତ ହେବା ଦରକାର ବୋଲି ରବିବାର ଧ୍ୟାନକୁଦ ପୀଠର ପିଠାଧୀସ ଆଚାର୍ଯ୍ୟ ପ୍ରେମ ସାଗର ବାବା ଅରକ୍ଷିତ ଦାସ ମହାରାଜ ଙ୍କ 65ତମ ଜନ୍ମ ଜୟନ୍ତୀ ଉତ୍ସବ ରେ ବକ୍ତା ମାନେ ମତ ଦେଇଛନ୍ତି l ପଞ୍ଚସଖା ବିଶ୍ୱକଲ୍ୟାଣ ଆଧ୍ୟାତ୍ମିକ ସେବାସଙ୍ଘ ହାଜିପୁର ପକ୍ଷରୁ ଆୟୋଜିତ ଜନ୍ମ ଉତ୍ସବରେ ଆୟୋଜିତ ସଭାକୁ କବି ପିତାମ୍ବର ମହାପାତ୍ର ସଂଚାଳନା କରିଥିଲେ l ଏହି ଆଧ୍ୟାତ୍ମିକ ସଭାରେ କଲ୍ୟାଣ ଦାସ ମହାରାଜ,

