Home ଓଡ଼ିଶା ଧବଳେଶ୍ୱର ପୂଜା କମିଟି ସଭାଗୃହ ଉଦଘାଟିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୦ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଜଗତସିଂହପୁର :-> ବିରିଡି ବ୍ଲକ ଅନ୍ତର୍ଗତ ଉକୁନ୍ଦରା ପଞ୍ଚାୟତ ର ରଘୁନାଥପୁର ଗ୍ରାମର ଇଷ୍ଟଦେବ ବାବା ଧବଳେଶ୍ୱର ମହାଦେବ ପୂଜା କମିଟି ଗୃହ ରବିବାର ଉଦଘାଟିତ ହୋଇଯାଇଛି l ଏହାକୁ ଜିଲ୍ଲାପରିଷଦ ସଭ୍ୟ ଚନ୍ଦ୍ର ଶେଖର ଦାଶ ଉଦ୍ଘାଟନ କରିଥିଲେ l ଯୋଗୀଶ୍ୱର ଶଙ୍କର ଭଗବାନ ଶିବ ହେଉଛନ୍ତି ଯୋଗଗୁରୁ ଯୋଗର ପ୍ରତୀକ ଅଷ୍ଟାଙ୍ଗ ଯୋଗର ସାଧକ l ତେଣୁ ଯୋଗାଦ୍ୱାରା ଏକାଗ୍ରତା ଆସିଥାଏ l ଯୋଗେଶ୍ୱରଙ୍କ ଆରାଧନା କରି ମଣିଷ ମୁକ୍ତି ପାଇଥାଏ l ଏହି ଉଚ୍ଛବରେ ଅନ୍ୟ ମାନଙ୍କ ମଧ୍ୟରେ ଆଇନୀ ଜୀବି ରଶ୍ମି ରଞ୍ଜନ ବେହେରା, କାମଦେବ ବେହେରା, ହୃଷୀ କେଶ ବେହେରା, ଇନ୍ଦ୍ରମଣି ବେହେରା, ଜଗନାଥ ବେହେରା, ଜମେଶ ବେହେରା ଓ ସୁକାନ୍ତ ବେହେରା ପ୍ରମୁଖ ଗ୍ରାମବାସୀ ମାନେ ସହଯୋଗ କରିଥିଲେ l ଏହି ଉପଲକ୍ଷେ ଭଜନ କୀର୍ତ୍ତନ କରାଯାଇଥିଲା l ବହୁଲୋକ, ଭକ୍ତ ଙ୍କ ସମାଗମ ହୋଇଥିଲା l Categories: ଓଡ଼ିଶା, ଜଗତସିଂହପୁର, ହୋମ୍ Related Content ୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବରତୃତୀୟସନ୍ଧ୍ୟା by Proprietor Abhimanyu Maharana September 9, 2026 TPNODL launches ‘Solar Rath’ campaign in Baleshwar to accelerate rooftop solar adoption by Proprietor Abhimanyu Maharana September 9, 2026 TPWODL Joins 3rd National Lok Adalat to Facilitate Resolution of Electricity Theft Cases by Proprietor Abhimanyu Maharana September 9, 2026 ବିଦ୍ୟୁତ୍ ଚୋରି ମାମଲାର ସହଜ ସମାଧାନ ପାଇଁ ତୃତୀୟ ଜାତୀୟ ଲୋକ ଅଦାଲତରେ ସାମିଲ ହେଲା ଟିପିଡବ୍ଲୁଓଡିଏଲ୍ by Proprietor Abhimanyu Maharana September 9, 2026 ନୂଆ ଓଡ଼ିଆ ଚଳଚ୍ଚିତ୍ର "ଜଙ୍ଖ" ର ଟାଇଟିଲ ଘୋଷଣା by Proprietor Abhimanyu Maharana September 9, 2026 ଜାତୀୟ ରାଜପଥ ଖାଲଖମା : ତାଳିପକାଇ ନିମ୍ନମାନର ପିଚୁକାମ କରୁଛି ଠିକା ସଂସ୍ଥା by Proprietor Abhimanyu Maharana September 9, 2026