ସିଂହନାଥ ଦେବଙ୍କ ପୀଠରେ ୧୧୯ତମ ରାସ ମହୋତ୍ସବ

ସ୍ଥାନୀୟ କଳାକାରମାନଙ୍କୁ ନେଇ ପ୍ରତ୍ୟେକ ସଂନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟ ହେବା ସହିତ ମଧ୍ୟରାତ୍ରରୁ ରାସ ପାରମ୍ପରିକ ରୀତିରେ ଅନୁଷ୍ଠିତ ହୋଇ ଲୋକମାନଙ୍କୁ ବେଶ୍ ଆନନ୍ଦ ଦେବାରେ ସହାୟ ହୋଇଛି । ଗ୍ରାମର ପ୍ରମୁଖ ସଦସ୍ୟ ଭ୍ରମରବର ସାହୁ, କାର୍ତ୍ତିକ ସାହୁ, ଗନ୍ଧର୍ବ ସିଂହ, ରାମଚନ୍ଦ୍ର ସାହୁ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହିତ ଗ୍ରାମବାସୀ ସହଯୋଗ କରୁଛନ୍ତି ।
Related Content
ଘରପୋଡି ରେ ଦୁଇ ପରିବାର ସର୍ବସ୍ବାନ୍ତ
by
Proprietor Abhimanyu Maharana
June 20, 2026
ଗଜପତି ଜିଲ୍ଲା ମହେନ୍ଦ୍ରଗିରି ପର୍ବତରେ ସାମୂହିକ ସ୍ବଚ୍ଛତା ଅଭିଯାନ ଅନୁଷ୍ଠିତ
by
Proprietor Abhimanyu Maharana
June 20, 2026
ବର୍ଷାରେ ଓଦା ହୋଇ ଚାଲିଲେ : ମହାପ୍ରଭୁଙ୍କ ନାମରେ କମ୍ପିଲା ବଡଦାଣ୍ଡ
by
Proprietor Abhimanyu Maharana
June 20, 2026
ଗୌଡ଼ବାଡ଼ ସାହିରେ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ
by
Proprietor Abhimanyu Maharana
June 20, 2026
ପୁରୀ ରେ ବିକାଶର ଧାରା ଓଡିଶା ସାରା କାର୍ଯ୍ୟକ୍ରମ ରେ ସାମିଲ ହେଲେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ
by
Proprietor Abhimanyu Maharana
June 20, 2026
ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା
by
Proprietor Abhimanyu Maharana
June 20, 2026