Home ଓଡ଼ିଶା କନିଷ୍ଠ ଶିକ୍ଷକ ସ୍ଵାଗତ ସମ୍ବର୍ଦ୍ଧନା by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୯ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା ବ୍ଲକ :-> ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ନବ ନିଯୁକ୍ତ କନିଷ୍ଠ ଶିକ୍ଷକ ଏବଂ ଏହି ବ୍ଲକ କୁ ସ୍ଥାନାନ୍ତରିତ ହୋଇ ଆସିଥିବା ଶିକ୍ଷକ ମାନଙ୍କ ଉଦ୍ଦେଶ୍ୟରେ ଗଙ୍ଗାଧର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ସ୍ଵାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ସଭାରେ ସଂଘ ର ସ୍ଥାୟୀ ସଭାପତି ବିଦ୍ୟାଧର ପଟ୍ଟଯୋଶୀ ଅଧ୍ୟକ୍ଷତା କରିଥିବାବେଳେ ଅନ୍ୟ ମାନଙ୍କ ମଧ୍ୟରେ ପୂର୍ଣାନନ୍ଦ ସାହୁ, କୋଷାଧ୍ୟକ୍ଷ ସୀତାକାନ୍ତ ନନ୍ଦ, ନରେନ୍ଦ୍ର କୁମାର୍ ଵାଘ ସିଂହ, ପ୍ରଦୀପ କୁମାର ସାସମଲ, ବ୍ରହ୍ମଚାରୀ ଜେନା, ଲଳିତ ମୋହନ ପଲେଇ, ଶ୍ରୀକାନ୍ତ ଗୁମାନ ସିଂ, ପବିତ୍ର ବେହେରା, ଭବାନୀ କାନ୍ତ ପ୍ରହରାଜ, ନିରଞ୍ଜନ ରଣା, ପ୍ରସନ୍ନ କୁମାର ସେଠୀ,ପାଣ୍ଡବ ଵିଶ୍ଵାଳ, ସି ଆର ସି ସି ମନୋଜ ନାୟକ, ଵ୍ରୃନ୍ଦାଵନ ମହାରଣା ପ୍ରମୁଖ ଯୋଗଦେଇଥିଲେ। ଶିକ୍ଷକ କରୁଣାକର ବେହେରା , ଯସ୍ମିନ୍ ସାହୁ,ଶୁଭସ୍ମିତା ମହାପାତ୍ର ପ୍ରମୁଖ ଉଦ୍ ଵୋଧନ ଦେଇଥିଲେ। ପରିଶେଷରେ ଶିକ୍ଷକ ବ୍ରହ୍ମଚାରୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ସାହିତ୍ୟିକ ଆଲୋଚନା ଓ କବିତା ପାଠୋତ୍ସବ by Proprietor Abhimanyu Maharana October 13, 2026 ଯୁବକଙ୍କୁ ଘରୁ ଘୋଷାଡ଼ି ଆଣି ନିର୍ମମ ହତ୍ୟା, ୨ ଅଭିଯୁକ୍ତ ଅଟକ by Proprietor Abhimanyu Maharana October 13, 2026 କଣ୍ଟାବାଞ୍ଜିରେ କିନ୍ନର ସମାଜ ପକ୍ଷରୁ ଭବ୍ୟ ନବରାତ୍ରୀ ପୂଜା, ସହରବାସୀଙ୍କ ମଙ୍ଗଳ କାମନା by Proprietor Abhimanyu Maharana October 12, 2026 ମର୍ଦ୍ଦରାଜ ପୁର ପୁରୁଣା ସାହି, ବୋଦଶା ଗାଁ ରାସ୍ତା ର ଅବସ୍ଥା ଶୋଚନୀୟ by Proprietor Abhimanyu Maharana October 12, 2026 ଜିଲ୍ଲା ସ୍ତରୀୟ ମହକ ଓ ଉତ୍ସାହ ୨୦୨୬ ଅନୁଷ୍ଠିତ by Proprietor Abhimanyu Maharana October 12, 2026 ଦିନରେ ବାଲିବନ୍ତ ରୁ ବାଲି ଚୋରି ଧୃତରାଷ୍ଟ୍ର ପରି ବସିଛି ପ୍ରଶାସନ : ଭୁଶୁଡି ପଡିବ ହରିସହଦେବ ମନ୍ଦିର by Proprietor Abhimanyu Maharana October 12, 2026