ମାନସ ପରିଷଦ ପକ୍ଷରୁ ପ୍ରବଚନ କାର୍ଯ୍ୟକ୍ରମ

୦୯ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା ଜିଲ୍ଲା :-> ରାଉତରାପୁର ସ୍ଥିତ ମାନସ ପରିଷଦ ପକ୍ଷରୁ ଚଳିତ ମାସ ୭ ତାରିଖରୁ ପ୍ରବଚନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।ମାନସ ପରିଷଦ ର ୨୫ ତମ ବାର୍ଷିକ ଅଧିବେଶନ ୬ ତାରିଖ ଠାରୁ ୧୫ ତାରିଖ ପର୍ୟ୍ଯନ୍ତ ଚାଲିବ। ଆଜି ‘ଧନୁ ଭଗ୍ନ ,ସୀତା ବିବାହ’ ପ୍ରସଙ୍ଗରେ ଓଡ଼ିଶା ର ଆଗ ଧାଡିର ପ୍ରବଚକ ମାନସ ଭକ୍ତି ସୁଧା ପଣ୍ଡିତ ଶ୍ରୀଯୁକ୍ତ କୁମାର ପ୍ରଧାନ ଓ ଶ୍ରୀଯୁକ୍ତ ଗୋପାଳ ରାଜଗୁରୁଙ୍କ ପ୍ରବଚନ ଦୀର୍ଘ ସମୟ ଭକ୍ତଗଣ କୁ ବାନ୍ଧି ରଖିଥିଲା।

ରାଉତରାପୁର ଗ୍ରାମବାସୀଙ୍କ ତତ୍ବାବଧାନରେ ଏହି କାର୍ଯ୍ୟକ୍ରମ ଚାଲିଛି। ଆସନ୍ତା ୧୫ ତାରିଖ ପୂର୍ଣାହୁତି ଦିବସରେ ବହୁ ସଂଖ୍ଯା ରେ ଭକ୍ତ ଗଣ ଯୋଗ ଦେଇ ଦର୍ଶନ ପୂର୍ବକ ପ୍ରଭୁକୃପା ଲାଭ ପାଇଁ ମାନସ ପରିଷଦ ପକ୍ଷରୁ ଅନୁରୋଧ କରାଯାଇଛି l

Exit mobile version