ବାଇକ ଦୁର୍ଘଟଣା ରେ ଦୁଇ ଜଣ ଯୁବ ଆହତ

୦୯ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ )  ଗଜପତି ଜିଲ୍ଲା :-> ରାୟଗଡ଼ ବ୍ଲକ୍ ଅନ୍ତର୍ଗତ କଈଠ ପଦର୍ ଛକ ନିକଟରେ କଣ ସି କାରଣ ବଶତଃ ବାଇକ୍ ଦୁର୍ଘଟଣା ଘଟିଛି  ରାୟଗଡ଼ ରୁ କାଇଁପୁର ଅଭୀ ମୁଖେ  ଓଆର ୨୦ ୭୮୬୮ ଗାଡ଼ିଟି ଯାଉଥିଲେ ବେଳେ ଗାଡ଼ିଟି  ରାସ୍ତା ର ଆର ପଟେ ବାଡେଇ ହେଇଥିଲା ସେମାନେ ହେଲେ ରାୟଗଡ଼ ବ୍ଲକ୍ ଅନ୍ତର୍ଗତ କାଇଁପୁର୍ ପଞ୍ଚାୟତ ର ଆଡ଼ା ଲୀଙ୍ଗି ଗ୍ରାମ ର ଜକ୍ଷ ଶବର ୩୫ ତରା ଲୀଙ୍ଗୀ ଗ୍ରାମ ଗରସାଙ୍ଗ ଗମାଙ୍ଗ ୪୫ ଆହତ ହଇଛନ୍ତି

ସେମାନଙ୍କୁ ସ୍ତାନୀୟ ଲକଙ୍କ ସୂଚନା କ୍ରମ ଅଗ୍ନିସମ ବାହିନୀ ପହଂଚି ଉଧାର କରି ରାୟଗଡ଼ ସ୍ବାସ୍ଥ୍ୟ କେନ୍ଦ୍ର କୁ ନିଆଯାଇଥିଲା ସେ ମାନଙ୍କର ଅବସ୍ଥା ସଙ୍କଟ ପୁର୍ଣ୍ଣ ଥିବାରୁ ୧୦୮ ଆମ୍ବୁଲାନ୍ସ ଜଗେ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରା ଯାଇଥିବା ବେଳେ ଘଟଣା ସ୍ଥଳ ରାୟଗଡ଼ ଥାନ ଅଧିକାରି ପହଂଚି। ଘଟଣା ର। ଯାଞ୍ଚ କରୁଛନ୍ତି ।

Exit mobile version