୦୮ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ବର :-> ଆସନ୍ତା ନଭେମ୍ବର ୧୬ ତାରିଖ ଦିନ ୫୭ତମ ଜାତୀୟ ପ୍ରେସ ଦିବସ ପାଳନ ଉପଲକ୍ଷେ ଉତ୍କଳ ବିଶ୍ବ ବିଦ୍ୟାଳୟ, କିଟ୍ ବିଶ୍ବ ବିଦ୍ୟାଳୟ , ସମ୍ବାଦ ସ୍କୁଲ ଅଫ ମାସ୍ କମ୍ୟୁନିକେଶନ, ଆଇ.ଏମ.ଏସ୍ ଏବଂ ଅମିତ କଲେଜର ସାମ୍ବାଦିକତା ବିଭାଗ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଜାତୀୟ ସାିମ୍ବାଦିକ କଲ୍ୟାଣ ବୋର୍ଡର ଉଦ୍ୟମକ୍ରମେ ଖୋର୍ଧା ବରୁଣେଇ ଶିଳ୍ପାଞ୍ଚଳରେ ଅମିତ କଲେଜର ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗରେ l

