୦୮ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୁଆଗଡ :-> ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଆନୁକୂଲ୍ୟରେ ଗଜପତି ଜିଲ୍ଲା ନୁଆଗଡ ବ୍ଳକ ଦୋଘରିଆ ସରକାରୀ ଏସ୍ଡି ଉଛ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବ୍ଳକସ୍ତରୀୟ ସର୍ଗାଫୁଲ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟଅତିଥି ଭାବେ ଏସଏସଡି ଜିଲ୍ଲା ବିଦ୍ୟାଳୟ ନିରୀକ୍ଷକ ରମେଶ ଚନ୍ଦ୍ର ଦାସ , ମୁଖ୍ୟବକ୍ତା ଭାବେ ଶିକ୍ଷା ଅଧିକାରୀ ନୟନ ମଣ୍ଡଳ, ଏବିଇଓ ଲିଙ୍ଗରାଜ କାଜି, ସମ୍ମାନିତ ଅତିଥୀ ଭାବେ ଭାରପ୍ରାପ ବ୍ଳକ ସମ୍ପ୍ରସାରଣ ଅଧିକାରୀ ନୃସିଂହ କୁମାର ମିଶ୍ର, ଖଜୁରୀପଦା ସରପଞ୍ଚ ସଣ୍ଡୁ ମଣ୍ଡଳ,

