୦୮ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା ଜିଲ୍ଲା :-> ଭୁବନେଶ୍ୱରରେ ଅସିଳ ନୃତ୍ୟ, ଅସିଳ ଭାଷା ଏବଂ ଲଙ୍ଗୁଳି ଦେହ ଦେଖେଇ ସମାଜକୁ ନଷ୍ଟ କରାଯାଇଛି, ସେଥିରେ ଛୋଟ ପିଲାମାନେ ବି ଆକ୍ରୋଶର ଶିକାର ହେଇଛନ୍ତି,ପରିବାର ସହିତ ଥିବା ବେଳେ ଫୋନ୍ ଖୋଲିବକୁ ଡର ଲାଗୁଛି ବହୁତ କିଛି ଖରାପ ଭିଡ଼ିଓ, ଫୋଟ ଭାଷା ସୋସିଆଲ ମିଡ଼ିଆ, ୟୁଟୁବରେ ଆସୁଛି ଯାହାକି ସମାଜ ଉପରେ କୁ ପ୍ରଭାହ ପଡୁଛି l
