୦୮ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା ଜିଲ୍ଲା :-> ରାମେଶ୍ଵର ନିକଟ ମଲାଗୁଣି ନଦୀରୁ ଜଣେ ଅଚିହ୍ନା ବ୍ୟକ୍ତି ର ଗଳିତ ଶବ ଉଦ୍ଧାର ହୋଇଛି ଆଜି ସକାଳୁ ମଲାଗୁଣି ନଦୀରେ ଏକ ଶବ ଭାସୁଥିବା ସକାଳୁ ଦେଖି ସ୍ଥାନୀୟ ଲୋକେ ପୋଲିସ କୁ ଖବର ଦେଇଥିଲେ । ଜଂକିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟାଙ୍ଗୀ ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ଗଳିତ ବ୍ୟକ୍ତି ର ଶବ ଉଦ୍ଧାର କରି ବ୍ୟବଛେଦ ପାଇଁ ଖୋର୍ଦ୍ଧା ହସପିଟାଲ ପଠାଇଥିଲେ ।

